IPL-11: ଚେନ୍ନାଇ-ବାଙ୍ଗାଲୋର ଟକ୍କର, ଧୋନୀଙ୍କ ଫିଲ୍ଡିଂ ନିଷ୍ପତ୍ତି

ଟସ୍‌ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ଫିଲ୍ଡିଂ ନିଷ୍ପତ୍ତି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଆର୍‌ସିବି ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛି ସିଏସ୍‌କେ। ଆଜିର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ଧୋନୀ ଟସ୍‌ ଜିତି ଆର୍‌ସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ସିଏସ୍‌କେ ଟିମ୍‌ରେ ୨ଟି ପରିବର୍ତ୍ତନ କରାଯାଇଛି। ଦଳକୁ ଫେରିଛନ୍ତି ହରଭଜନ ସିଂ  ଓ ଇମ୍ରାନ ତାହିର। ସେହିପରି ଆର୍‌ସିବି ଟିମ୍‌ରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ପୱନ ନେଗୀ ଓ କଲିଂଡି ଗ୍ରାଣ୍ଡହମଙ୍କୁ ଆଜି […]

ipl-live-rcb-vs-csk-7591

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 08:04 PM IST

ଟସ୍‌ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ଫିଲ୍ଡିଂ ନିଷ୍ପତ୍ତି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଆର୍‌ସିବି ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛି ସିଏସ୍‌କେ। ଆଜିର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ଧୋନୀ ଟସ୍‌ ଜିତି ଆର୍‌ସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ସିଏସ୍‌କେ ଟିମ୍‌ରେ ୨ଟି ପରିବର୍ତ୍ତନ କରାଯାଇଛି। ଦଳକୁ ଫେରିଛନ୍ତି ହରଭଜନ ସିଂ  ଓ ଇମ୍ରାନ ତାହିର। ସେହିପରି ଆର୍‌ସିବି ଟିମ୍‌ରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ପୱନ ନେଗୀ ଓ କଲିଂଡି ଗ୍ରାଣ୍ଡହମଙ୍କୁ ଆଜି ଦଳରେ ସ୍ଥାନ ମିଳିଛି।

Related story