ୱାଟ୍‌ସନଙ୍କ ଆକର୍ଷଣୀୟ ବ୍ୟାଟିଂ: ଚେନ୍ନାଇ ଆରମ୍ଭରୁ ଏକ୍ସପ୍ରେସ୍‌

ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲର ୧୭ ତମ ମ୍ୟାଚ୍‌ ପୁଣେ ଠାରେ ଖେଳାଯାଉଛି। ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ନୂଆ ଘରୋଇ ପିଚ୍‌ରେ ଚେନ୍ନାଇ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ୱାଟସନ୍‌ ଓ ରାଇଡ଼ୁ। ୱାଟସନ୍‌ଙ୍କ ବ୍ୟାଟ୍‌ରୁ ଆଜି ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଛି। ୱାଟ୍‌ସନ୍‌ ମାତ୍ର ୨୮ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେପଟେ ରାଇଡୁ ଆଉଟ୍‌ ହେବାପରେ ୱାଟ୍‌ସନଙ୍କୁ ସାଥ୍‌ ଦେବାକୁ […]

shane-watson-iplt20-1524235244

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 08:49 PM IST

ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲର ୧୭ ତମ ମ୍ୟାଚ୍‌ ପୁଣେ ଠାରେ ଖେଳାଯାଉଛି। ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ନୂଆ ଘରୋଇ ପିଚ୍‌ରେ ଚେନ୍ନାଇ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ୱାଟସନ୍‌ ଓ ରାଇଡ଼ୁ। ୱାଟସନ୍‌ଙ୍କ ବ୍ୟାଟ୍‌ରୁ ଆଜି ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଛି। ୱାଟ୍‌ସନ୍‌ ମାତ୍ର ୨୮ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେପଟେ ରାଇଡୁ ଆଉଟ୍‌ ହେବାପରେ ୱାଟ୍‌ସନଙ୍କୁ ସାଥ୍‌ ଦେବାକୁ ପଡ଼ିଆକୁ ଓହ୍ଲାଇଥିଲେ ସୁରେଶ ରାଇନା। ଶେଷ ଖବର ସୁଦ୍ଧା ଚେନ୍ନାଇ ୧୦ ଓଭରରେ ୧ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୦୭ ରନ୍‌।

Related story