ଅନ୍ତର୍ଜାତୀୟ ଚେସ୍‌ ମିଟ୍‌: ୱାର୍ଲ୍ଡ ନମ୍ବର ୱାନ ହୋୟୁ ୟିଫାନଙ୍କୁ ହରାଇଲେ ହାରିକା

ଆଇସିଲ ଅଫ୍‌ ମ୍ୟାନ: ଆଇସିଲ ଅଫ୍‌ ମ୍ୟାନ ଅନ୍ତର୍ଜାତୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତୀୟ ଚେସ୍‌ ତାରକା ହାରିକା ଡ୍ରୋନାଭାଲି ବିଶ୍ୱ ମାନ୍ୟତାର ନମ୍ବର ୱାନ ହୋୟୁ ୟିଫାନଙ୍କୁ ପରାସ୍ତ କରିଛନ୍ତି। ସେ ଏବେ ଟୁର୍ଣ୍ଣାମେଣ୍ଟରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ହାରିକାଙ୍କ ଏହା ଚତୁର୍ଥ ବିଜୟ। ୭ମ ରାଉଣ୍ଡ ଶେଷ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଶୀର୍ଷରେ ଥିବା ୟୁକ୍ରେନ୍‌ର ଇଲଜାନୋଭ ବାଭେଲଙ୍କଠାରୁ ହାରିକା ମାତ୍ର ୧.୫ ପଏଣ୍ଟ ପଛରେ ରହିଛନ୍ତି। ଇଣ୍ଡିଆନ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ […]

harika-dronavalli

harika-dronavalli

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 06:50 PM IST

Sports

Latest News

ଆଇସିଲ ଅଫ୍‌ ମ୍ୟାନ: ଆଇସିଲ ଅଫ୍‌ ମ୍ୟାନ ଅନ୍ତର୍ଜାତୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତୀୟ ଚେସ୍‌ ତାରକା ହାରିକା ଡ୍ରୋନାଭାଲି ବିଶ୍ୱ ମାନ୍ୟତାର ନମ୍ବର ୱାନ ହୋୟୁ ୟିଫାନଙ୍କୁ ପରାସ୍ତ କରିଛନ୍ତି। ସେ ଏବେ ଟୁର୍ଣ୍ଣାମେଣ୍ଟରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ହାରିକାଙ୍କ ଏହା ଚତୁର୍ଥ ବିଜୟ।

୭ମ ରାଉଣ୍ଡ ଶେଷ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଶୀର୍ଷରେ ଥିବା ୟୁକ୍ରେନ୍‌ର ଇଲଜାନୋଭ ବାଭେଲଙ୍କଠାରୁ ହାରିକା ମାତ୍ର ୧.୫ ପଏଣ୍ଟ ପଛରେ ରହିଛନ୍ତି।

ଇଣ୍ଡିଆନ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ ଏହି ବିଜୟ ପାଇଁ ହାରିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହାରିକା ହୋୟୁଙ୍କ ବିପକ୍ଷରେ ଭଲ ଖେଳିବା ଦେଖି ଖୁସି ଲାଗିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story