ଅଭ୍ୟାସ ମ୍ୟାଚରେ ଚମକିଲେ ପୂଜାରା ଓ ରୋହିତ୍

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଓ ବିଶ୍ୱକପ୍ ହିରୋ ରୋହିତ୍ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପୂଜାରାଙ୍କ ଶତକ ଓ ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୮୮.୫ ଓଭରରେ ୫ ୱିକେଟ୍ ହରାଇ ୨୯୭ ରନ୍ କରିଛି। ପୂଜାରା ୧୮୭ ବଲରେ ୮ ଚୌକା […]

india

india

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 06:14 PM IST

Sports

Latest News

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଓ ବିଶ୍ୱକପ୍ ହିରୋ ରୋହିତ୍ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପୂଜାରାଙ୍କ ଶତକ ଓ ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୮୮.୫ ଓଭରରେ ୫ ୱିକେଟ୍ ହରାଇ ୨୯୭ ରନ୍ କରିଛି।

ପୂଜାରା ୧୮୭ ବଲରେ ୮ ଚୌକା ଓ ୧ ଛକା ସହ ୧୦୦ ରନ୍ ଏବଂ ରୋହିତ୍ ୧୧୫ ବଲରେ ୮ ଚୌକା ଓ ୧ ଛକା ସହ ୬୮ ରନର ଇନିଂସ୍ ଖେଳିଛନ୍ତି। ଏହାବ୍ୟତୀତ ଲୋକେଶ ରାହୁଲ୍ ୩୬ ଓ ରିଷଭ ପନ୍ତ ୩୩ ରନ୍ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ହନୁମା ବିହାରୀ ୩୭ ଓ ରବୀନ୍ଦ୍ର ଜାଡେଜା ୧ ରନ୍ କରି ଅପରାଜିତ ରହିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ରହିନଥିଲା। ଭାରତର ସ୍କୋର ୩୬ ରନରେ ଥିବା ବେଳେ ମୟଙ୍କ ଅଗ୍ରୱାଲ୍ (୧୨) ଆଉଟ୍ ହୋଇଥିଲେ। ତାଙ୍କ ଓପନିଂ ପାର୍ଟନର୍ ରାହୁଲ୍ କିଛି ଆକର୍ଷଣୀୟ ଶଟ୍ ମାରିଥିଲେ, କିନ୍ତୁ ସେ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ରାହୁଲ୍ ନିଜ ଇନିଂସରେ ୪୬ ବଲର ସାମ୍ନା କରି ୫ ଚୌକା ଓ ୧ ଛକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ (୧) ମାତ୍ର ୬ ବଲ୍ ଖେଳିବାକୁ ସକ୍ଷମ ହୋଇଥିଲେ। ରାହାଣେଙ୍କୁ ଜୋନାଥନ୍ କାର୍ଟର୍ ଆଉଟ୍ କରିଥିଲେ । ମଧ୍ୟାହ୍ନ ଭୋଜନ ସୁଦ୍ଧା ୫୩ ରନରେ ୩ ୱିକେଟ୍ ହରାଇ ଭାରତ ବିପଦରେ ପଡ଼ିଥିଲା।

ରାହାଣେଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ପୂଜାରାଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୩୨ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ସ୍କୋର ୧୮୫ରେ ଥିବା ବେଳେ ରୋହିତଙ୍କୁ ଅକିମ୍ ଫ୍ରେଜର୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ହନୁମା ବିହାରୀ ପୂଜାରାଙ୍କୁ ସାଥ୍ ଦେଇଥିଲେ। ଦୁହେଁ ଚା'ପାନ ବିରତି ସୁଦ୍ଧା ସ୍କୋରକୁ ୪ ୱିକେଟରେ ୨୧୯ ରନରେ ପହଞ୍ଚାଇଥିଲେ। ଏହା ପରେ ପୂଜାରା ନିଜର ଶତକ ପୂରଣ କରି ରିଟାୟର୍ଡ ହୋଇଥିଲେ।

ଚା'ପାନ ବିରତି ପରେ ବର୍ଷା ହେବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇଥିଲା। ପୂଜାରାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ନିଜର ସ୍ୱାଭାବିକ ଖେଳ ଦେଖାଇଥିଲେ। ସେ ୫୩ ବଲରେ ୪ ଚୌକା ଓ ୧ ଛକା ସହ ୩୩ ରନ୍ କରି କାର୍ଟରଙ୍କ ଶିକାର ହୋଇଥିଲେ। ଏହା ପରେ ବିହାରୀ ଓ ଜାଡେଜା ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ବିହାରୀ ୧୦୧ ବଲର ସାମ୍ନା କରି ୨ ଚୌକା ମାରିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କାର୍ଟର୍ ସର୍ବାଧିକ ୩ଟି, କିଅନ୍ ହାର୍ଡିଙ୍ଗ୍ ଓ ଫ୍ରେଜର୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story