ଏହି ଇଂଲିଶ କ୍ଲବ୍ ସହ ଚୁକ୍ତି କଲେ ପୂଜାରା

ଲଣ୍ଡନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ବଡ଼ ଉପହାର ମିଳିଛି। ଭାରତର ଏହି ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ବୁଧବାର ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍ ପୂର୍ବରୁ ୬ ମ୍ୟାଚ୍ ପାଇଁ ଗ୍ଲୁସେଷ୍ଟରଶାୟର୍ କ୍ଲବ୍ ସହ ଚୁକ୍ତି କରିଛନ୍ତି। ଗ୍ଲୁସେଷ୍ଟରଶାୟର୍ ସହ ତାଙ୍କର ଚୁକ୍ତି ଏପ୍ରିଲ୍ ୧୨ ତାରିଖରୁ ମେ’ ୨୨ ତାରିଖ ପର୍ଯ୍ୟନ୍ତ ରହିବ। କ୍ଲବ୍ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ ଜରିଆରେ ପୂଜାରା କହିଛନ୍ତି, ଏହି […]

pujara

pujara

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 05:40 PM IST

Sports

Latest News

ଲଣ୍ଡନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ବଡ଼ ଉପହାର ମିଳିଛି। ଭାରତର ଏହି ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ବୁଧବାର ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍ ପୂର୍ବରୁ ୬ ମ୍ୟାଚ୍ ପାଇଁ ଗ୍ଲୁସେଷ୍ଟରଶାୟର୍ କ୍ଲବ୍ ସହ ଚୁକ୍ତି କରିଛନ୍ତି। ଗ୍ଲୁସେଷ୍ଟରଶାୟର୍ ସହ ତାଙ୍କର ଚୁକ୍ତି ଏପ୍ରିଲ୍ ୧୨ ତାରିଖରୁ ମେ' ୨୨ ତାରିଖ ପର୍ଯ୍ୟନ୍ତ ରହିବ।

କ୍ଲବ୍ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ ଜରିଆରେ ପୂଜାରା କହିଛନ୍ତି, ଏହି ସିଜନରେ ଗ୍ଲୁସେଷ୍ଟରଶାୟର ପକ୍ଷରୁ ମୋତେ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଉତ୍ସାହିତ। ଏହି କ୍ଲବର ଇତିହାସ ବହୁତ ଭଲ ରହିଆସିଛି। ଏଭଳି ଏକ କ୍ଲବର ସଦସ୍ୟ ହେବା ଏବଂ ଏହାର ସଫଳତାରେ ଯୋଗଦାନ କରିବା ପାଇଁ ମୋ ପାଖରେ ଭଲ ସୁଯୋଗ ରହିଛି।

ଏହି କ୍ଲବ୍ ପୂଜାରାଙ୍କର ଦୀର୍ଘ ସମୟ ଧରି ବ୍ୟାଟିଂ କରିବାର ଦକ୍ଷତା ଉପରେ ବିଚାର କରିଛି। ଗ୍ଲୁସେଷ୍ଟରଶାୟରକୁ ମଧ୍ୟ ପୂଜାରାଙ୍କ ଅଭିଜ୍ଞତାର ଫାଇଦା ମିଳିବ। ସୂଚନାଯୋଗ୍ୟ, ପୂଜାରା ଏହା ପୂର୍ବରୁ ଇଂଲଣ୍ଡରେ ଡର୍ବିଶାୟର, ୟର୍କଶାୟର ଓ ନଟ୍ଟିଂହାମ୍ପଶାୟର୍ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ୍ ଖେଳିସାରିଛନ୍ତି। ପୂଜାରା ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୨୦୧୨ରେ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ସେ ଟେଷ୍ଟ କ୍ରିକେଟରେ ୪୯.୪୮ ହାରରେ ୫୭୪୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story