ଚୀନ ଓପନ୍: ସେମିରେ ସାଇନା

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୧୬ ଓ ୨୧-୧୩ ହରାଇ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଓକୁହାରା ମାତ୍ର ୪୨ ମିନିଟରେ ସାଇନାଙ୍କ ନିକଟରୁ ହାରି ଯାଇଥିଲା। ସେମି ଫାଇନାଲରେ ସାଇନା ଭେଟିବେ ୨୦୧୧ ୱାର୍ଲ୍ଡ ଚାମ୍ପିଅନ୍ ତଥା ୨୦୧୪ ଲଣ୍ଡନ ଅଲିମ୍ପିକର ରୌପ୍ୟ ପଦକ ବିଜେତା ୟିହାନ୍ […]

saina

saina

Rakesh Mallick
  • Published: Friday, 13 November 2015
  • Updated: 14 November 2015, 12:27 PM IST

Sports

Latest News

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୧୬ ଓ ୨୧-୧୩ ହରାଇ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଓକୁହାରା ମାତ୍ର ୪୨ ମିନିଟରେ ସାଇନାଙ୍କ ନିକଟରୁ ହାରି ଯାଇଥିଲା।

ସେମି ଫାଇନାଲରେ ସାଇନା ଭେଟିବେ ୨୦୧୧ ୱାର୍ଲ୍ଡ ଚାମ୍ପିଅନ୍ ତଥା ୨୦୧୪ ଲଣ୍ଡନ ଅଲିମ୍ପିକର ରୌପ୍ୟ ପଦକ ବିଜେତା ୟିହାନ୍ ୱାଙ୍ଗ। ସେ ସାଇନାଙ୍କର ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା। ସେ ସାଇନାଙ୍କୁ ୯ ଥର ହରାଇଛନ୍ତି। ତେବେ ଚୀନର ଏହି ଦମଦାର ଖେଳାଳିଙ୍କୁ ସାଇନା ଚଳିତ ବର୍ଷ ଦୁଇ ଥର ହରାଇ ସାରିଛନ୍ତି। ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ ଓ ୱାର୍ଲ୍ଡ ଚାମ୍ପିଅନସିପରେ ସାଇନା ତାଙ୍କୁ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story