ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳରେ କ୍ରିସ୍ ଗେଲ୍

ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ ୧୪ଜଣିଆ ସ୍କ୍ୱାର୍ଡରେ ସ୍ଥାନ ମିଳିଛି। ମାର୍ଚ୍ଚରେ ଇଂଲଣ୍ଡ ସିରିଜ୍ ସମୟରେ ଗେଲ୍ କହିଥିଲେ ଯେ, ବିଶ୍ୱକପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ। କିନ୍ତୁ ବିଶ୍ୱକପ୍ ଚାଲିଥିବା ବେଳେ […]

gayle

gayle

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 08:58 PM IST

Sports

Latest News

ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ ୧୪ଜଣିଆ ସ୍କ୍ୱାର୍ଡରେ ସ୍ଥାନ ମିଳିଛି।

ମାର୍ଚ୍ଚରେ ଇଂଲଣ୍ଡ ସିରିଜ୍ ସମୟରେ ଗେଲ୍ କହିଥିଲେ ଯେ, ବିଶ୍ୱକପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ। କିନ୍ତୁ ବିଶ୍ୱକପ୍ ଚାଲିଥିବା ବେଳେ ଗେଲ୍ ନିଜ ମନ ବଦଳାଇଥିଲେ ଏବଂ ଏହି ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି କହିଥିଲେ। ବର୍ତ୍ତମାନ କ୍ୟାନାଡାରେ ଗ୍ଲୋବାଲ୍ ଟି-୨୦ ଖେଳୁଥିବା ଗେଲ୍ ଭାରତ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇନାହାନ୍ତି।

ୱେଷ୍ଟଇଣ୍ଡିଜ୍ ଦଳର ଅନ୍ତରୀଣ ମୁଖ୍ୟ କୋଚ୍ ଫ୍ଲୟଡ୍ ରିଫର୍ କହିଛନ୍ତି, "ଗେଲ୍ ଜଣେ ବହୁମୂଲ୍ୟ ଖେଳାଳି ଏବଂ ତାଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି । ତାଙ୍କ ଉପସ୍ଥିତି ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ଏହାଛଡ଼ା କ୍ୟାମ୍ପବେଲ୍, ଚେଜ୍ ଓ କୀମୋ ପଲଙ୍କ ସାମିଲ୍ ହେବା ଦ୍ୱାରା ଟିମ୍ ଅଧିକ ମଜଭୁତ୍ ହେବ।"

ୱେଷ୍ଟଇଣ୍ଡିଜ୍ ସ୍କ୍ୱାଡ୍: ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍, ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story