ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ  ସେ ଏହାକୁ ଫ୍ଲାଗ୍ ଅପ୍ କରିଛନ୍ତି। ଏହା ଆସନ୍ତା ୧୬ରୁ ୨୮ ତାରିଖ ଯାଏ ଚାଲିବ।  ୧୫ ଜଣ ଅଭିଯାତ୍ରୀ ଦଳରେ ଅଛନ୍ତି। ଯେଉଁଥିରେ ୩ ଜଣ ଝିଅ ମଧ୍ୟ ସାମିଲ। ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଲା ଯୁବ ପୀଢ଼ି ମଧ୍ୟରେ ଶୃଙ୍ଖଳା, […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 10:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ  ସେ ଏହାକୁ ଫ୍ଲାଗ୍ ଅପ୍ କରିଛନ୍ତି। ଏହା ଆସନ୍ତା ୧୬ରୁ ୨୮ ତାରିଖ ଯାଏ ଚାଲିବ।  ୧୫ ଜଣ ଅଭିଯାତ୍ରୀ ଦଳରେ ଅଛନ୍ତି। ଯେଉଁଥିରେ ୩ ଜଣ ଝିଅ ମଧ୍ୟ ସାମିଲ। ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଲା ଯୁବ ପୀଢ଼ି ମଧ୍ୟରେ ଶୃଙ୍ଖଳା, ଟିମ୍ ସ୍ପିରିଟ୍, ନେତୃତ୍ୱ ନେବାର ଦକ୍ଷତା, ବୃଦ୍ଧି କରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story