ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ, ଦେଖନ୍ତୁ ୱାର୍ଲ୍‌ଡ କ୍ଲାସ୍‌ ଝଲକ

ରାଉରକେଲା (ପବନ ତିୱାରୀ): ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିବ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ବ୍ଲକରେ ହକି ପାଇଁ ଆଷ୍ଟ୍ରୋ ଟ୍ରପ୍‌ ମଧ୍ୟ ନିର୍ମାଣ ହେବ। ଷ୍ଟାଡିୟମର ଡିଜାଇନ୍‌ ଫଟୋ ଗୁଡ଼ିକ ରିଲିଜ୍‌ କରାଯାଉଛି। […]

Rourkela

Rourkela

Manoranjan Sial
  • Published: Tuesday, 16 February 2021
  • Updated: 16 February 2021, 05:18 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିବ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ବ୍ଲକରେ ହକି ପାଇଁ ଆଷ୍ଟ୍ରୋ ଟ୍ରପ୍‌ ମଧ୍ୟ ନିର୍ମାଣ ହେବ। ଷ୍ଟାଡିୟମର ଡିଜାଇନ୍‌ ଫଟୋ ଗୁଡ଼ିକ ରିଲିଜ୍‌ କରାଯାଉଛି। ଥରେ ସହି ଫଟୋ ଦେଖିଲେ ଆଖି ଲାଗିଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସରସ୍ୱତୀ ପୂଜା ଅବସରରେ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମ ନିର୍ମାଣ ହେଲେ ରାଜ୍ୟର ହକି ଖେଳାଳିମାନେ ବେଶ୍‌ ଉପକୃତ ହେବେ ବୋଲି ଆକା କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ୱାର୍ଲ୍‌ଡ କ୍ଲାସ କରିବା ଆଶାରେ ଅନ୍ୟ ପ୍ରକଳ୍ପ ପରି ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଫଟୋରେ ରହିଯିବନି ତ?

[caption id="attachment_619881" align="aligncenter" width="650"]Rourkela ଏମିତି ଦେଖାଯିବ ବିର୍ସାମୁଣ୍ଡା ହକି ଷ୍ଟାଡିୟମ[/caption]

ରାଉରକେଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦଶ ମିନିଟ ଧରି ଓଡ଼ିଆରେ ଭାଷଣ ଦେଇଥିଲେ। ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ନବୀନ। ଏ ପ୍ରକଳ୍ପମାନଙ୍କ ମଧ୍ୟରେ ଜଳ ଯୋଗାଣ ପ୍ରକଳ୍ପ, ଜଳସେଚନ ଯୋଜନା, ବିଭିନ୍ନ ଉନ୍ନତି ମୂଳକ କାମ ସ୍ଥାନ ପାଇଛି। ସମାରୋହରେ କ୍ରୀଡାମନ୍ତ୍ରୀ ତୁସାରକାନ୍ତି ବେହେରା, ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୁନ୍ଦରଗଡ଼ ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରେଇ, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗଦେଇଥିଲେ। ଏହା ବ୍ୟତୀତ ୧୭ ଜଣ ମନ୍ତ୍ରୀ ଓ ୮୦ ଜଣ ବିଧାୟକ ସମଗ୍ର ଜିଲ୍ଲାରେ ଉପସ୍ଥିତ ରହି ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ନବୀନଙ୍କ ଗସ୍ତକୁ ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେକ୍ଟର ୮ ଜୁବଲି ପାର୍କଠାରେ ବିଜେପି ପକ୍ଷରୁ କରାଯାଇଥିଲା ବିକ୍ଷୋଭ ପ୍ରଦର୍ଶନ। ଦଳର ନେତାଙ୍କୁ ବିକ୍ଷୋଭ ସ୍ଥଳରୁ ପୁଲିସ ଉଠାଇ ନେଇ ଥିଲା। ସେହିପରି ବିର୍ସାମୁଣ୍ଡା ଛକରେ କଂଗ୍ରେସ ପକ୍ଷରୁ କରାଯାଇଥିଲା ‘ଧୋକ୍କା ଦିବସ’। କଂଗ୍ରେସର କର୍ମୀମାନେ ବିଶ୍ରା ଛକରେ ବିକ୍ଷୋଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story