ପରିଶ୍ରମ କଲେ ଇନଗ୍ରାମ୍, କିନ୍ତୁ ଫଳ ପାଇଲେ ଅକ୍ଷର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିନକୁ ଦିନ ଚଳିତ ଆଇପିଏଲର ରୋମାଞ୍ଚ ବଢିବାରେ ଲାଗିଛି। କିଏ ବ୍ୟାଟିଂରେ ତ, କିଏ ବୋଲିଂରେ କମାଲ୍ କରୁଛନ୍ତି। ଏପରିକି କିଛି ଖେଳାଳି ନିଜର ଦମଦାର ଫିଲ୍ଡିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡର କଲିନ୍ ଇନଗ୍ରାମ୍ ଫିଲ୍ଡିଂର ଏକ ଅଦ୍ଭୁତ ନମୁନା ପରିବେଷଣ କରିଛନ୍ତି। ସେ ବାଉଣ୍ଡ୍ରୀରେ କ୍ରିସ୍ ଗେଲଙ୍କ କ୍ୟାଚ୍ ଧରିଥିଲେ ଏବଂ ଯେତେବେଳେ ତାଙ୍କୁ ଲାଗିଲା ଯେ ସେ ନିଜ ଉପରୁ ସନ୍ତୁଳନ ହରାଇ ବସୁଛନ୍ତି, […]

col

col

Ranjit Kumar Jena
  • Published: Sunday, 21 April 2019
  • Updated: 21 April 2019, 04:56 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଚଳିତ ଆଇପିଏଲର ରୋମାଞ୍ଚ ବଢିବାରେ ଲାଗିଛି। କିଏ ବ୍ୟାଟିଂରେ ତ, କିଏ ବୋଲିଂରେ କମାଲ୍ କରୁଛନ୍ତି। ଏପରିକି କିଛି ଖେଳାଳି ନିଜର ଦମଦାର ଫିଲ୍ଡିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡର କଲିନ୍ ଇନଗ୍ରାମ୍ ଫିଲ୍ଡିଂର ଏକ ଅଦ୍ଭୁତ ନମୁନା ପରିବେଷଣ କରିଛନ୍ତି।

ସେ ବାଉଣ୍ଡ୍ରୀରେ କ୍ରିସ୍ ଗେଲଙ୍କ କ୍ୟାଚ୍ ଧରିଥିଲେ ଏବଂ ଯେତେବେଳେ ତାଙ୍କୁ ଲାଗିଲା ଯେ ସେ ନିଜ ଉପରୁ ସନ୍ତୁଳନ ହରାଇ ବସୁଛନ୍ତି, ସେହି ସମୟରେ ସାମାନ୍ୟ ଦୂରରେ ଥିବା ଅକ୍ଷର ପଟେଲଙ୍କୁ ସେ ବଲ୍ ପାସ୍ କରିଥିଲେ। ଅକ୍ଷର ମଧ୍ୟ ସହଜରେ କ୍ୟାଚକୁ ଧରିବାରେ ସଫଳ ହୋଇଥିଲେ।

ଶନିବାର ଫିରୋଜ ଶାହ କୋଟଲାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ପଞ୍ଜାବ ଇନିଂସର ୧୩ତମ ଓଭରରେ ଦିଲ୍ଲୀ ଲେଗ୍ ସ୍ପିନର ସନ୍ଦୀପ ଲାମିଛାନେ ବୋଲିଂ କରୁଥିଲେ। ତାଙ୍କର ଏକ ଫ୍ଲାଇଟେଡ୍ ବଲକୁ ଗେଲ୍ ଛକା ମାରିବାକୁ ପ୍ରୟାସ କରିଥିଲେ ଏବଂ ଲାଗୁଥିଲା ବଲଟି ବାଉଣ୍ଡ୍ରୀ ଅତିକ୍ରମ କରିଯିବ।

ଏହି ସମୟରେ ବାଉଣ୍ଡ୍ରୀରେ ଫିଲ୍ଡିଂ କରୁଥିବା ଇନଗ୍ରାମ୍ କ୍ୟାଚକୁ ଧରିବାରେ ସଫଳ ହେଲେ, କିନ୍ତୁ ଏହି ପ୍ରୟାସରେ ତାଙ୍କର ସନ୍ତୁଳନ ବିଗିଡି ଯାଇଥିଲା ଏବଂ ସେ ତଳେ ପଡ଼ିବାକୁ ଲାଗିଥିଲେ। ତେବେ ତଳେ ପଡ଼ିବା ପୂର୍ବରୁ ସେ ନିକଟରେ ଛିଡ଼ା ଫିଲ୍ଡିଂ କରୁଥିବା ଅକ୍ଷରଙ୍କ ପାଖକୁ ବଲ୍ ପକାଇଥିଲେ। ଅକ୍ଷର କ୍ୟାଚ୍ ଧରି ଗେଲଙ୍କୁ ଆଉଟ୍ କରିଥିଲେ। ତେବେ ରେକର୍ଡ ବୁକରେ ଏହି କ୍ୟାଚ୍ ଅକ୍ଷର ପଟେଲଙ୍କ ନାମରେ ରହିବ ସତ, କିନ୍ତୁ ଏହି କ୍ୟାଚର ଅସଲ ହିରୋ ହେଉଛନ୍ତି ଇନଗ୍ରାମ୍।

ଦେଖନ୍ତୁ ଭିଡିଓ

https://twitter.com/IPL/status/1119632311966814209

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story