ଫିଫା-U-17ରେ ଭାରତ ପରାସ୍ତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଜବାହର ଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଚାଲିଥିବା ଫିଫା-U-17 ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ୧-୨ ଗୋଲରେ କଲମ୍ୱିଆଠାରୁ ପରାସ୍ତ ହୋଇଛି। କଲମ୍ୱିଆ ପକ୍ଷରୁ ଜୁଆନ୍‌ ପେନାଲୋଜା ପ୍ରଥମ ଗୋଲ୍‌ ଦେଇଥିଲେ। ପରେ ଭାରତର ଜାକସନ୍‌ ସିଂହ ହେଡ୍‌ରେ ଗୋଲ ଦେଇ ମ୍ୟାଚ୍‌ ବରାବର କରିଥିଲେ। ତେବେ ଶେଷ ଭାଗକୁ ପେନାଲୋଜା ପୁନର୍ବାର ଗୋଲଦେଇ ମ୍ୟାଚ୍‌କୁ ୧-୨ ଗୋଲରେ ବିଜୟୀ କରାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।