କଲମ୍ବୋ ଟେଷ୍ଟର ତୃତୀୟ ଦିନ: ଦ୍ୱିତୀୟ ପାଳିରେ ଭାରତ ୨୧/୩

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ତୃତୀୟ ଦିନ ବେଶ ରୋମାଞ୍ଚକ ରହିଥିଲା। ତୃତୀୟ ଦିନରେ ଉଭୟ ଦଳ ୧୫ଟି ୱିକେଟ ହରାଇ ୪୧୪ ରନ ସଂଗ୍ରହ କରିଥିଲା। ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ପାଳିରେ ୩ ୱିକେଟ ହରାଇ ୨୧ ରନ କରିଛି। ବର୍ତ୍ତମାନ ଭାରତ ୧୩୨ ରନର ଅଗ୍ରଣୀ ରହିଛି। ଖେଳ ଆଉ ଦୁଇଦିନ ବାକି ଥିବାରୁ ଯେ କୌଣସି ଗୋଟିଏ ସେସନର ଭଲ ଖେଳ ଉଭୟ ଦଳର ବିଜୟର […]

indvssri

indvssri

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 05:14 PM IST

Sports

Latest News

Cheteshwar Pujaraକଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ତୃତୀୟ ଦିନ ବେଶ ରୋମାଞ୍ଚକ ରହିଥିଲା। ତୃତୀୟ ଦିନରେ ଉଭୟ ଦଳ ୧୫ଟି ୱିକେଟ ହରାଇ ୪୧୪ ରନ ସଂଗ୍ରହ କରିଥିଲା। ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ପାଳିରେ ୩ ୱିକେଟ ହରାଇ ୨୧ ରନ କରିଛି। ବର୍ତ୍ତମାନ ଭାରତ ୧୩୨ ରନର ଅଗ୍ରଣୀ ରହିଛି। ଖେଳ ଆଉ ଦୁଇଦିନ ବାକି ଥିବାରୁ ଯେ କୌଣସି ଗୋଟିଏ ସେସନର ଭଲ ଖେଳ ଉଭୟ ଦଳର ବିଜୟର ଆଶା ବଢାଇ ଦେବ। ଆଜି ଭାରତ ପ୍ରଥମ ଇନିଂସରେ ୩୧୨ ରନ କରି ଅଲଆଉଟ ହୋଇଯାଇଥିଲା। ଦଳପକ୍ଷରୁ ଚେତ୍ତେଶ୍ୱର ପୂଜାରା ଅପରାଜିତ ୧୪୫ ରନ କରିଥିବାବେଳେ ଅମିତ ମିଶ୍ରା ୫୯ ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ୪ଟି ଓ ହେରାଥ ୩ଟି ୱିକେଟ ନେଇଥିଲା। ତେବେ ଶ୍ରୀଲଙ୍କାର ପ୍ରଥମ ପାଳି ମାତ୍ର ୨୦୧ ରନ କରି ଶେଷ ହୋଇଯାଇଛି। ଦଳପକ୍ଷରୁ ସର୍ବାଧିକ ଭାବେ ପେରେରା ୫୫ ଓ ହେରାଥ ୪୯ ରନ କରିଛନ୍ତି। ବାକି ବ୍ୟାଟ୍ସମ୍ୟାନମାନେ ସେପରି ଆଖି ଦୃର୍ଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ ୫ଟି, ଷ୍ଟୁଆର୍ଡ ବିନି ଓ ଅମିତ ମିଶ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ପାଳିରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଦଳୀୟ ସ୍କୋର ୭ରନ ଥିବାବେଳେ ପ୍ରଥମ ପାଳିରେ ଶତକ ହାସଲ କରିଥିବା ଚେତ୍ତେଶ୍ୱର ପୂଜାରା ମାତ୍ର ୨ଟି ବଲର ସମ୍ମୁଖୀନ ହୋଇ ବିନା ରନରେ ପ୍ୟାଭିଲିୟନକୁ ଫେରି ଆସିଥିଲେ। ସେହିପରି ଲକେଶ ରାଉଲ (୮ ବଲରୁ ୨ ରନ) ଓ ଆଜିଙ୍କ୍ୟ ରାହାଣେ(୧୭ ବଲରୁ ୪ରନ) କରି ପ୍ୟାଭିଲୟନକୁ ଫେରି ଯାଇଥିଲା। ତୃତୀୟଦିନ ଖେଳ ଶେଷ ବେଳକୁ ରୋହିତ ଶର୍ମା ୧୪ ଓ ବିରାଟ କୋଡିଲ ୧ ରନ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story