କଲମ୍ବୋ ଟେଷ୍ଟ: ଶ୍ରୀଲଙ୍କା ଆଗରେ ୩୮୫ ରନର ବିଜୟ ଲକ୍ଷ୍ୟ

କଲମ୍ବୋ: କଲମ୍ବୋରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଶେଷ ଟେଷ୍ଟ ମ୍ୟାଚ ଗୋଟିଏ ଦିନ ବାକିଥିବା ବେଳେ ଘରୋଇ ଟିମ ଆଗରେ ରହିଛି ୩୮୫ ରନର ବିଜୟ ଲକ୍ଷ୍ୟ। ଦ୍ୱିତୀୟ ଇନିଂସରେ ଭାରତର ଓପନିଂ ବ୍ୟାଟିଂ ଲାଇନ୍ ଧ୍ୱସ୍ତ ହୋଇଥିଲେ ବି ଅଶ୍ୱିନୀଙ୍କ ୮୭ ବଲରୁ ୫୮ ରନ, ଷ୍ଟୁଆର୍ଡ ବିନ୍ନି ୬୨ ବଲରୁ ୪୯ରନ ଓ ରୋହିତ ଶର୍ମା ୭୨ ବଲରୁ ୫୦ ରନ ସଂଗ୍ରହ କରି ଦଳକୁ ଭଲ ସ୍ଥିତିକୁ ନେଇଯାଇଥିଲେ। ଅନ୍ୟପକ୍ଷରେ ପ୍ରଥମ […]

ind-vs-sri

ind-vs-sri

Rakesh Mallick
  • Published: Monday, 31 August 2015
  • Updated: 31 August 2015, 12:18 PM IST

Sports

Latest News

ind-vs-sriକଲମ୍ବୋ: କଲମ୍ବୋରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଶେଷ ଟେଷ୍ଟ ମ୍ୟାଚ ଗୋଟିଏ ଦିନ ବାକିଥିବା ବେଳେ ଘରୋଇ ଟିମ ଆଗରେ ରହିଛି ୩୮୫ ରନର ବିଜୟ ଲକ୍ଷ୍ୟ। ଦ୍ୱିତୀୟ ଇନିଂସରେ ଭାରତର ଓପନିଂ ବ୍ୟାଟିଂ ଲାଇନ୍ ଧ୍ୱସ୍ତ ହୋଇଥିଲେ ବି ଅଶ୍ୱିନୀଙ୍କ ୮୭ ବଲରୁ ୫୮ ରନ, ଷ୍ଟୁଆର୍ଡ ବିନ୍ନି ୬୨ ବଲରୁ ୪୯ରନ ଓ ରୋହିତ ଶର୍ମା ୭୨ ବଲରୁ ୫୦ ରନ ସଂଗ୍ରହ କରି ଦଳକୁ ଭଲ ସ୍ଥିତିକୁ ନେଇଯାଇଥିଲେ। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରିଥିବା ଚେତ୍ତେଶ୍ୱର ପୂଜାରା, ଲକେଶ ରାଉଲ, ଆଜିଙ୍କ୍ୟ ରାହାଣେ ଓ ଉମେଶ ଯାଦବ ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ଓ ନୁୱାନ ପ୍ରଦୀପ ୪ ଟି ଲେଖାଏଁ ୱିକେଟ ନେଇ ଥିଲେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରିଛି। ୩୮୫ ରନର ବିରାଟ ସ୍କୋରକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ୧୮ ଓଭରରେ ୬୭ ରନ କରି ୩ଟି ମହତ୍ୱପୂର୍ଣ୍ଣ ୱିକେଟ ହରାଇଛି। ଦଳପକ୍ଷରୁ ଉପୁଲ ଥରଙ୍ଗା ଓ ଦ୍ୱିମୁଥ କରୁଣାଥାନେ ଖାତା ଖୋଲି ନ ପାରି ପ୍ୟାଭିଲିୟନକୁ ଫେରି ଯାଇଥିବାବେଳେ ଚାନ୍ଦିମାଲ (୧୮) ରନ କରି ଆଉଟ ହୋଇଛନ୍ତି।  ସିଲଭା (୪୨ ବଲରୁ ୩୭ ରନ) ଓ ମ୍ୟାଥ୍ୟୁସ (୩୭ ବଲରୁ ୨୨ ରନ) କରି ବ୍ୟାଟିଂ ଜାରି ରଖିଛନ୍ତି। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୨ଟି ୱିକେଟ ଓ ଉମେଶ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରି ଶ୍ରୀଲଙ୍କାର ବ୍ୟାଟିଂ ଲାଇନକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି।

ଭାରତ ଦ୍ୱିତୀୟ ଇନିଂସରେ ଆଜି ୨୧/୩ ରନରୁ ଖେଳ ଆରମ୍ଭ କରି ୨୭୪ ରନରେ ଅଲଆଉଟ ହୋଇଯାଇଥିଲା। ସୂଚନାଯୋଗ୍ୟ ଭାରତ ପ୍ରଥମ ଇନିଂସରେ ୩୧୨ ରନ କରି ଥିବାବେଳେ ଶ୍ରୀଲଙ୍କା ୨୦୧ରେ ଅଲଆଉଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story