କୋଲମ୍ବୋ ଟେଷ୍ଟ: ଶ୍ରୀଲଙ୍କା ଆଗରେ ୩୪୧ ରନର ବିରାଟ ଲକ୍ଷ୍ୟ

କୋଲମ୍ବୋ: ଘରୋଇ ଶ୍ରୀଲଙ୍କା ହାତରେ ଆଉ ମାତ୍ର ଗୋଟିଏ ଦିନ। ହାତରେ ଅଛି ୮ ୱ୍ୱିକେଟ। ଆଗରେ ରହିଛି ୩୪୧ ରନ। ତେବେ ଭାରତୀୟ ବୋଲର ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସରେ ସେମାନଙ୍କ ଜଲବା ଦେଖାଇଛନ୍ତି । ଶ୍ରୀଲଙ୍କର ଦ୍ୱିତୀୟ ଇନିଂସ ଆରମ୍ଭରୁ ଶ୍ରୀଲଙ୍କାର ଦୁଇଜଣ ବ୍ୟାଟ୍ସମ୍ୟାନ ବ୍ୟାଭିଲିୟନକୁ ଫେରିସାରିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଶ୍ରୀଲଙ୍କା ୨୧ ଓଭର ଖେଳି ୨ଟି ୱିକେଟ ହରାଇ ୭୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । […]

colombo-test

colombo-test

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 03:34 PM IST

Sports

Latest News

colombo test କୋଲମ୍ବୋ: ଘରୋଇ ଶ୍ରୀଲଙ୍କା ହାତରେ ଆଉ ମାତ୍ର ଗୋଟିଏ ଦିନ। ହାତରେ ଅଛି ୮ ୱ୍ୱିକେଟ। ଆଗରେ ରହିଛି ୩୪୧ ରନ। ତେବେ ଭାରତୀୟ ବୋଲର ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସରେ ସେମାନଙ୍କ ଜଲବା ଦେଖାଇଛନ୍ତି । ଶ୍ରୀଲଙ୍କର ଦ୍ୱିତୀୟ ଇନିଂସ ଆରମ୍ଭରୁ ଶ୍ରୀଲଙ୍କାର ଦୁଇଜଣ ବ୍ୟାଟ୍ସମ୍ୟାନ ବ୍ୟାଭିଲିୟନକୁ ଫେରିସାରିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଶ୍ରୀଲଙ୍କା ୨୧ ଓଭର ଖେଳି ୨ଟି ୱିକେଟ ହରାଇ ୭୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଭାରତର ସ୍ପିନର ଆର ଅଶ୍ୱୀନି ୧୦ ଓଭର ବୋଲିଂ କରି ୨ଟି ମହତ୍ୱପୂର୍ଣ୍ଣ ୱିକେଟ ନେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ କୁଷଲ ସିଲଭା (୯ ବଲରୁ ୧ ରନ) ଓ କୁମାର ସାଙ୍ଗାକାରା (୧୮ ବଲରୁ ୧୮ ରନ)। ଖେଳ ଶେଷ ବେଳକୁ କ୍ରିଜରେ ଡିମ୍ୟୁଥ କରୁଣାଥାନେ (୬୨ ବଲରୁ ୨୫ ରନ) ଓ ଆଙ୍ଗିଲୋ ମ୍ୟାଥ୍ୟୁସ (୩୮ ବଲରୁ ୨୩ ରନ ) କରି ଅପରାଜିତ ରହିଛନ୍ତି।

ଅନ୍ୟପକ୍ଷରେ ଭାରତର ୮ ୱିକେଟରେ ୩୨୫ କରି ଦ୍ୱିତୀୟ ଇନିଂସରେ ଘୋଷଣା କରିଥିଲା । ଚତୁର୍ଥ ଦିନରେ ଭାରତ ପକ୍ଷରୁ ମୁରଲୀ ବିଜୟ (୧୩୩ ବଲରୁ ୮୨ରନ), ଆଜିଙ୍କ୍ୟ ରାହାଣେ (୨୪୩ ବଲରୁ ୧୨୬ ରନ) ଓ ରହିତ ଶର୍ମାଙ୍କ (୫୫ ବଲରୁ ୩୪ ରନ) କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ୪୩ ରନ ଦେଇ ୪ଟି ଓ ଥିରାଣ୍ଡୁ କୌଷଲ ୩୧ ରନ ଦେଇ ୪ଟି ୱିକେଟ ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୩୯୩ ଓ ଶ୍ରୀଲଙ୍କା ୩୦୬ ରନ କରି ଅଲଆଉଟ ହୋଇଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story