କୁସ୍ତିରେ ଦେଶୀ ଦମ୍‌ ଦେଖାଇଲେ ରାହୁଲ: ଭାରତକୁ ଦେଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ରେସଲିଂରେ ସ୍ୱର୍ଣ୍ଣ ଜିତିଛନ୍ତି ରାହୁଲ ଆୱାରେ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍‌ରେ ସେ ଏହି ସଫଳତା ପାଇଛନ୍ତି। ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି। ଏହାଛଡ଼ା ଭାରତ ୬ ରୌପ୍ୟ, ୮ ବ୍ରୋଞ୍ଚ ପଦକ ପାଇବାରେ ସକ୍ଷମ ହୋଇଛି।

rahul aware

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 01:55 PM IST

Related story