ଗୌହାଟୀରେ ଟିମ୍ ଇଣ୍ଡିଆର ପହଞ୍ଚିବା ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ଟିମ୍ ଇଣ୍ଡିଆ ନୂଆ ବର୍ଷର ଶୁଭାରମ୍ଭ କରିବ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ଗୌହାଟୀରେ ଖେଳାଯିବ। ହେଲେ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ସମସ୍ୟା ଦେଖା ଦେଇଛି। ବର୍ତ୍ତମାନ ଗୌହାଟୀରେ ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏଭଳି ସ୍ଥିତିରେ ବିସିସିଆଇ ଓ ଆସାମ କ୍ରିକେଟ୍ ସଂଘ (ଏସିଏ) ପରିସ୍ଥିତି ଉପରେ ନଜର ରଖିଛନ୍ତି। କିନ୍ତୁ ଏସିଏ ସଭାପତି ରୋମେନ୍ […]

team-india

team-india

Ranjit Kumar Jena
  • Published: Thursday, 02 January 2020
  • Updated: 02 January 2020, 08:12 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ଟିମ୍ ଇଣ୍ଡିଆ ନୂଆ ବର୍ଷର ଶୁଭାରମ୍ଭ କରିବ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ଗୌହାଟୀରେ ଖେଳାଯିବ। ହେଲେ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ସମସ୍ୟା ଦେଖା ଦେଇଛି। ବର୍ତ୍ତମାନ ଗୌହାଟୀରେ ନାଗରିକ ସଂଶୋଧନ ଆଇନ୍ (ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏଭଳି ସ୍ଥିତିରେ ବିସିସିଆଇ ଓ ଆସାମ କ୍ରିକେଟ୍ ସଂଘ (ଏସିଏ) ପରିସ୍ଥିତି ଉପରେ ନଜର ରଖିଛନ୍ତି। କିନ୍ତୁ ଏସିଏ ସଭାପତି ରୋମେନ୍ ଦତ୍ତଙ୍କ ମତରେ ସବୁକିଛି ନିୟନ୍ତ୍ରଣରେ ଅଛି ଏବଂ ଖେଳାଳିମାନଙ୍କ ସୁରକ୍ଷାରେ କୌଣସି ଅବହେଳା ହେବ ନାହିଁ।

ଆଇଏଏନଏସକୁ ସାକ୍ଷାତ ଦେଇ ଦତ୍ତ କହିଛନ୍ତି, "ପୁଲିସ୍ ସୁରକ୍ଷା ଦାୟିତ୍ୱକୁ ସୁଚାରୁରୂପେ ତୁଲାଉଛି ଏବଂ ସବୁକିଛି ନିୟନ୍ତ୍ରଣରେ ଅଛି। ଏଠାରେ ପୂର୍ବରୁ ବିରୋଧ ପ୍ରଦର୍ଶନ ହେଉଥିଲା, କିନ୍ତୁ ଏବେ ସ୍ଥିତିରେ ବହୁତ ସୁଧାର ହୋଇଛି। ଆମେ ଷ୍ଟାଡିୟମ ଏବଂ ଦୁଇ ଟିମର ସୁରକ୍ଷା ଦାୟିତ୍ୱ ପୁଲିସକୁ ହସ୍ତାନ୍ତର କରିଛୁ। ପୁଲିସ୍ ସେମାନଙ୍କର କାମ ଜାରି ରଖିଛନ୍ତି ଏବଂ ଦୁଇ ଦଳର ଖେଳାଳିମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ତାହା ଉପରେ ଆମର ମୁଖ୍ୟ ପ୍ରାଥମିକତା।" ଆଶ୍ଚର୍ଯ୍ୟକର କଥା ଯେ ଭାରତୀୟ ଖେଳାଳିମାନେ ଶୁକ୍ରବାର ସକାଳେ ଗୌହାଟୀରେ ପହଞ୍ଚିବେ ବୋଲି ଦତ୍ତ କହିଛନ୍ତି। କିନ୍ତୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର କହିବା ଅନୁଯାୟୀ, ଟିମ୍ ଗୁରୁବାର ରାତିରେ ଗୌହାଟୀରେ ପହଞ୍ଚିବ। ତେବେ ଶ୍ରୀଲଙ୍କା ଟିମ୍ ଗୁରୁବାର ଅପରାହ୍ଣରେ ଗୌହାଟୀରେ ପହଞ୍ଚିସାରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ଯେତେ ସମ୍ଭବ ଅଧିକ ଟି-୨୦ ମ୍ୟାଚ୍ ଖେଳିବା ଉପରେ ଫୋକସ୍ କରୁଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ଭାରତ ତା'ର ବିଶ୍ୱକପ୍ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିବ। ଶ୍ରୀଲଙ୍କା ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ସୀମିତ ଓଭର କ୍ରିକେଟର ନିୟମିତ ଓପ୍ନର ଶିଖର ଧୱନ୍ ଏହି ସିରିଜ୍ ପାଇଁ କମବ୍ୟାକ୍ କରିଛନ୍ତି। ନିୟମିତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଟିମର ନେତୃତ୍ୱ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ ୱେଷ୍ଟଇଣ୍ଡିଜ୍ ଗସ୍ତ ପରଠାରୁ ଆହତ କାରଣରୁ ଟିମରୁ ଦୂରେଇ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story