ଲକ୍ଷ୍ନୌ ଓ କୋଲକାତା ଦିନିକିଆରେ ଖାଲି ରହିବ ଷ୍ଟାଡିୟମ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁଥିବା ଶେଷ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚକ କରୋନା ଭାଇରସ୍ ମହାମାରୀ କାରଣରୁ ଖାଲି ଷ୍ଟାଡିୟମରେ କରାଯାଇପାରେ। ଦ୍ୱିତୀୟ ଦିନିକିଆ ୧୫ ତାରିଖରେ ଲକ୍ଷ୍ନୌ ଓ ତୃତୀୟ ଦିନିକିଆ ୧୮ ତାରିଖରେ କୋଲକାତାରେ ଖେଳାଯିବ। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯଦି କୌଣସି ମ୍ୟାଚକୁ ସ୍ଥଗିତ କରାଯାଇପାରିବ ନାହିଁ, ତାହେଲେ ଏହାକୁ ବିନା ଦର୍ଶକରେ ଆୟୋଜନ କରାଯିବା ଦରକାର। ବିସିସିଆଇର […]

stadium

stadium

Ranjit Kumar Jena
  • Published: Thursday, 12 March 2020
  • Updated: 12 March 2020, 09:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁଥିବା ଶେଷ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚକ କରୋନା ଭାଇରସ୍ ମହାମାରୀ କାରଣରୁ ଖାଲି ଷ୍ଟାଡିୟମରେ କରାଯାଇପାରେ। ଦ୍ୱିତୀୟ ଦିନିକିଆ ୧୫ ତାରିଖରେ ଲକ୍ଷ୍ନୌ ଓ ତୃତୀୟ ଦିନିକିଆ ୧୮ ତାରିଖରେ କୋଲକାତାରେ ଖେଳାଯିବ।

କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯଦି କୌଣସି ମ୍ୟାଚକୁ ସ୍ଥଗିତ କରାଯାଇପାରିବ ନାହିଁ, ତାହେଲେ ଏହାକୁ ବିନା ଦର୍ଶକରେ ଆୟୋଜନ କରାଯିବା ଦରକାର। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଆମକୁ ଯେଉଁ ପରାମର୍ଶ ମିଳିଛି, ଆମେ ତାକୁ ପାଳନ କରିବୁ।

ସେହିପରି ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (ସିଏବି) ଅଧ୍ୟକ୍ଷ ଅଭିଷେକ ଡାଲମିଆ ତୃତୀୟ ଦିନିକିଆ ମ୍ୟାଚର ଟିକେଟ୍ ବିକ୍ରି ରୋକିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସିଏବି ଏଭଳି ପରିସ୍ଥିତି ଉପରେ ଚର୍ଚ୍ଚା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କୋଲକାତା ସଚିବାଳୟରେ ସାକ୍ଷାତ କରିଛି। ଅଭିଷେକ କହିଛନ୍ତି, ଆମେ ସରକାରଙ୍କ ନିର୍ଦ୍ଦେଶର ପାଳନ କରିବୁ, ଯାହା ଆଜି ଜାରି କରାଯାଇଛି ଏବଂ ଆମେ ତତ୍କାଳ ପ୍ରଭାବରେ ସବୁ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଇଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story