ଶ୍ରୀଲଙ୍କା-ଇଂଲଣ୍ଡ ଟେଷ୍ଟ ସିରିଜ୍ ସ୍ଥଗିତ

କଲମ୍ବୋ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସ୍ଥଗିତ କରିଦେଇଛି। ଇସିବି କହିଛି ଯେ ଇଂଲଣ୍ଡର ଖେଳାଳିମାନେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରିଆସିବେ। ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟେଷ୍ଟ ସିରିଜ୍ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଅଂଶ। ଏଥିପାଇଁ ବୋର୍ଡ ପରେ ନୂଆ ତାରିଖର ଘୋଷଣା କରିବ। ଇଂଲଣ୍ଡ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ […]

eng

eng

Ranjit Kumar Jena
  • Published: Friday, 13 March 2020
  • Updated: 13 March 2020, 09:07 PM IST

Sports

Latest News

କଲମ୍ବୋ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସ୍ଥଗିତ କରିଦେଇଛି। ଇସିବି କହିଛି ଯେ ଇଂଲଣ୍ଡର ଖେଳାଳିମାନେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରିଆସିବେ।

ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟେଷ୍ଟ ସିରିଜ୍ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଅଂଶ। ଏଥିପାଇଁ ବୋର୍ଡ ପରେ ନୂଆ ତାରିଖର ଘୋଷଣା କରିବ। ଇଂଲଣ୍ଡ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଆମ ଖେଳାଳିମାନେ ମାନସିକ ଚାପ ଅନୁଭୂତ କରୁଛନ୍ତି। ଆମେ ଯଥାଶୀଘ୍ର ନିଜ ଖେଳାଳିଙ୍କୁ ସେମାନଙ୍କର ପରିବାର ନିକଟକୁ ପଠାଇବାକୁ ପ୍ରୟାସ କରିବୁ।

ବର୍ତ୍ତମାନ ସାରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ କ୍ରିକେଟ୍ ମ୍ୟାଚର ଆୟୋଜନ କରାଯିବା ଠିକ୍ ହେବନି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆମ ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ଆଶା କରୁଛୁ ଆମେ ଶୀଘ୍ର ଏହି ସିରିଜ୍ ପାଇଁ ଶ୍ରୀଲଙ୍କା ଫେରିବାକୁ ପ୍ରୟାସ କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story