ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାରେ ୨୦ ବୀର ଯବାନ ଶହୀଦ ହେବା ପରେ ଚୀନକୁ ବୟକଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସିସିଆଇ ସହିତ ଚୀନର ମୋବାଇଲ୍ କମ୍ପାନୀ ଭିଭୋ ଚୁକ୍ତି ରହିଛି। ସୋଶାଲ ମିଡିଆ ଏବଂ ବିଭିନ୍ନ ଫୋରମରେ ଚାଇନା କମ୍ପାନୀ ସହିତ ବିସିସିଆଇ ଚୁକ୍ତିକୁ ବାତିଲ୍ ହେବା ନେଇ ଦାବି ହେବା ପରେ ମତ ରଖିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (ଦାଦା)।
ସେ ସ୍ପଷ୍ଟ କରିଛନ୍ତି, ଆଇପିଏଲ ସହିତ ଭିଭୋର ଚୁକ୍ତି ରହିଛି। ଚୁକ୍ତି ଶେଷ ହୋଇନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାପନ ବା ପ୍ରାୟୋଜକ ନିୟମର ସମୀକ୍ଷା ହେବ ବୋଲି ଦାଦା କହିଛନ୍ତି। ତେବେ ଏଯାବତ ଭିଭୋର ଟାଇଟଲ୍ ପ୍ରଯୋଜକ ସହିତ ଚୁକ୍ତିନାମାକୁ ରଦ୍ଦ କରିବାରକୁ ନେଇ କୌଣସି ଉଦ୍ଦେଶ୍ୟ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।