ବିରାଟ ବାହିନୀର ବ୍ୟାଡ୍ ରେକର୍ଡ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହିତ ଏମିତି ଏକ ରେକର୍ଡ ଯୋଡ଼ି ହୋଇଯାଇଛି, ଯାହାକୁ ଅଧିନାୟକ ବିରାଟ କୋହଲି ଓ ତାଙ୍କର ଅନ୍ୟ ସାଥୀ ଖେଳାଳି କେବେ ବି ମନେ ପକେଇବାକୁ ଚାହିଁବେନି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଦଳ ମାତ୍ର ୩୬ ରନ୍ କରିବାକୁ ସମର୍ଥ ହୋଇଛି। ଆଉ ଯେକୌଣସି ଟେଷ୍ଟରେ ଏହା ହେଉଛି ଭାରତର ଦଳଗତ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୭୪ ମସିହାରେ ଟିମ୍ ଇଣ୍ତିଆ ନାଁରେ […]

virat

virat

Jitendra Garnayak
  • Published: Saturday, 19 December 2020
  • Updated: 19 December 2020, 01:28 PM IST

Sports

Latest News

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହିତ ଏମିତି ଏକ ରେକର୍ଡ ଯୋଡ଼ି ହୋଇଯାଇଛି, ଯାହାକୁ ଅଧିନାୟକ ବିରାଟ କୋହଲି ଓ ତାଙ୍କର ଅନ୍ୟ ସାଥୀ ଖେଳାଳି କେବେ ବି ମନେ ପକେଇବାକୁ ଚାହିଁବେନି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଦଳ ମାତ୍ର ୩୬ ରନ୍ କରିବାକୁ ସମର୍ଥ ହୋଇଛି। ଆଉ ଯେକୌଣସି ଟେଷ୍ଟରେ ଏହା ହେଉଛି ଭାରତର ଦଳଗତ ସର୍ବନିମ୍ନ ସ୍କୋର।

ଏହା ପୂର୍ବରୁ ୧୯୭୪ ମସିହାରେ ଟିମ୍ ଇଣ୍ତିଆ ନାଁରେ ଏମିତି ଏକ ରେକର୍ଡ ସୃଷ୍ଟି ହୋଇଥିଲା। ସେତେବେଳେ ଦଳ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ୪୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ଇଂଲଣ୍ଡ ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଘଟିଥିଲା। ଆଜି ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରେ ଏହା ଥିଲା ଭାରତର ସର୍ବନିମ୍ନ ଦଳଗତ ସ୍କୋର। ତେବେ ଆଜି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଏହଠୁ ବି କମ୍‌ ସ୍କୋର କରିଛି।

ଅବଶ୍ୟ ୧୯୭୪ର ସେହି ମ୍ୟାଚ୍‌ରେ ଭାରତ ଅଲ୍‌ଆଉଟ୍ ହୋଇଯାଇଥିଲା। କିନ୍ତୁ ଆଜି ଭାରତ ଅଲ୍‌ଆଉଟ୍ ହୋଇନଥିଲା। ୧ ରନ୍ କରିଥିବା ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଦଳର ଦ୍ୱିତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଗତକାଲି ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୯୧ ରନ୍‌ରେ ଅଲ୍‌ଆଉଟ୍ କରି ଦେବା ପରେ ବିରାଟ ବାହିନୀ ତା’ର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଦଳ ଗୋଟିଏ ୱିକେଟ୍ ହରାଇ ୯ ରନ୍ କରିଥିଲା। ତେବେ ଆଜି ଦଳ ମାତ୍ର ୨୭ ରନ୍ କରି ୮ଟି ୱିକେଟ୍ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story