ଆରସିବିକୁ ଫେରିବେ ଡିଭିଲିୟର୍ସ, ସଙ୍କେତ ଦେଲେ ବିରାଟ କୋହଲି

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କମବ୍ୟାକ୍‌ କରିବେ। କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ଡିଭିଲିୟର୍ସ ନିଶ୍ଚିତ ଭାବେ ନୂଆ ଭୂମିକାରେ ଆରସିବି କ୍ୟାମ୍ପକୁ ଆସିବେ ବୋଲି ତାଙ୍କ ବନ୍ଧୁ ବିରାଟ କୋହଲି ସଙ୍କେତ ଦେଇଛନ୍ତି। ଗତବର୍ଷ ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିବା ପୂର୍ବରୁ ଆରସିବି ସହ ରହିଥିଲେ। କିନ୍ତୁ ଚଳିତ ବର୍ଷ ସେ ଆଇପିଏଲ ଖେଳୁ ନାହାନ୍ତି। ଏ ସମ୍ପର୍କରେ ବିରାଟ […]

Virat

Virat

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 03:56 PM IST

Sports

Latest News

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କମବ୍ୟାକ୍‌ କରିବେ। କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ଡିଭିଲିୟର୍ସ ନିଶ୍ଚିତ ଭାବେ ନୂଆ ଭୂମିକାରେ ଆରସିବି କ୍ୟାମ୍ପକୁ ଆସିବେ ବୋଲି ତାଙ୍କ ବନ୍ଧୁ ବିରାଟ କୋହଲି ସଙ୍କେତ ଦେଇଛନ୍ତି।

ଗତବର୍ଷ ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିବା ପୂର୍ବରୁ ଆରସିବି ସହ ରହିଥିଲେ। କିନ୍ତୁ ଚଳିତ ବର୍ଷ ସେ ଆଇପିଏଲ ଖେଳୁ ନାହାନ୍ତି।

ଏ ସମ୍ପର୍କରେ ବିରାଟ କହିଛନ୍ତି, “ମୁଁ ଡିଭିଲିୟର୍ସଙ୍କୁ ବହୁତ ମିସ କରୁଛି। ମୁଁ ତାଙ୍କ ସହ ନିୟମିତ କଥା ହେଉଛି। ସେ ନିକଟରେ ଆମେରିକାରେ ନିଜ ପରିବାର ଲୋକଙ୍କ ସହ ରହିଥିଲେ ଓ ଗଲ୍ଫ ମ୍ୟାଚ୍ ଦେଖୁଛନ୍ତି। ସେ ବେଶ ଗୁରୁତ୍ୱର ସହ ଆରସିବି ଉପରେ ନଜର ରଖିଛନ୍ତି। ସେ ନୂଆ ଭୂମିକାରେ ଆସନ୍ତା ବର୍ଷ ଆରସିବି କ୍ୟାମ୍ପରେ ଥିବେ ବୋଲି ଆମର ଆଶା।”

ଚଳିତ ଆଇପିଏଲରେ ବିରାଟ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ସେ ଏଯାଏ ୧୨ଟି ମ୍ୟାଚରେ ମାତ୍ର ୨୧୬ ରନ କରିଛନ୍ତି। ଏଥିସହ ସେ ୩ଟି ମ୍ୟାଚରେ ଗୋଲ୍ଡେନ ଡକ୍ ବା ଗୋଟିଏ ବଲ ସାମ୍ନା କରି ଶୂନରେ ଆଉଟ ହୋଇଛନ୍ତି। ବିରାଟ କହିଛନ୍ତି, “ମୋ କ୍ରିକେଟ କ୍ୟାରିୟର ମଧ୍ୟରେ କେବେ ହେଲେ ମୋ ସହ ଏମିତି ଘଟଣା ଘଟି ନଥିଲା। ଏକଥା ମୁଁ ଭାବୁଛି ଓ ତେଣୁ ମୁଁ କେବଳ ହସି ଦେଉଛି। ମୁଁ ଖେଳରେ କ’ଣ ସବୁ ହୋଇପାରେ, ସେସବୁ ଦେଖି ପାରୁଛି। ସମାଲୋଚନାକୁ ମୁଁ ସବୁବେଳେ ସାଇଡ କରି ରଖେ। କୋଳାହଳକୁ ଆପଣ କେମିତି ବନ୍ଦ କରିବେ? ଆପଣ ଟିଭିର ସାଉଣ୍ଡକୁ ମ୍ୟୁଟ କରିଦେବେ କିମ୍ବା ଏହାକୁ ଆଦୌ ଧ୍ୟାନ ଦେବେ ନାହିଁ। ମୁଁ ଉଭୟ କଥା କରୁଛି। ତେଣୁ ସମାଲୋଚନା ମୋ  ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story