ବାବରଙ୍କ ବେଆଇନ ଫିଲ୍ଡିଂ, ଇଣ୍ଡିଜକୁ ମିଳିଲା ୫ ରନ୍‌ର ପେନାଲ୍ଟି

ମୁଲତାନ: ସବୁବେଳେ କମ କଥା ଓ କମ ଭୁଲ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମ କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ମସ୍ତବଡ଼ ଭୁଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ବାବରଙ୍କ ବେଆଇନ ଫିଲ୍ଡିଂ ଯୋଗୁ ପାକିସ୍ତାନକୁ ୫ ରନ୍‌ର କ୍ଷତି ସହିବାକୁ ପଡ଼ିଛି। ବାବରଙ୍କ ପାଇଁ ୱେଷ୍ଟଇଣ୍ଡିଜକୁ ୫ ରନ୍‌ର ପେନାଲ୍ଟି ମିଳିଛି। ମୁଲତାନରେ ଖେଳା ଯାଉଥିବା ମ୍ୟାଚ୍‌ରେ ବାବର ୱିକେଟ କିପର ମହମ୍ମଦ ରିଜୱାନଙ୍କ ଗୋଟିଏ ଗ୍ଲୋବ୍ସକୁ ବ୍ୟବହାର କରି ବଲ ସଂଗ୍ରହ କରିଥିଲେ। […]

Babar

Babar

Hemant Lenka
  • Published: Saturday, 11 June 2022
  • Updated: 11 June 2022, 12:52 PM IST

Sports

Latest News

ମୁଲତାନ: ସବୁବେଳେ କମ କଥା ଓ କମ ଭୁଲ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମ କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ମସ୍ତବଡ଼ ଭୁଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ବାବରଙ୍କ ବେଆଇନ ଫିଲ୍ଡିଂ ଯୋଗୁ ପାକିସ୍ତାନକୁ ୫ ରନ୍‌ର କ୍ଷତି ସହିବାକୁ ପଡ଼ିଛି। ବାବରଙ୍କ ପାଇଁ ୱେଷ୍ଟଇଣ୍ଡିଜକୁ ୫ ରନ୍‌ର ପେନାଲ୍ଟି ମିଳିଛି।

ମୁଲତାନରେ ଖେଳା ଯାଉଥିବା ମ୍ୟାଚ୍‌ରେ ବାବର ୱିକେଟ କିପର ମହମ୍ମଦ ରିଜୱାନଙ୍କ ଗୋଟିଏ ଗ୍ଲୋବ୍ସକୁ ବ୍ୟବହାର କରି ବଲ ସଂଗ୍ରହ କରିଥିଲେ। ବାବରଙ୍କ ଏପରି ଆଚରଣକୁ ପଡ଼ିଆରେ ଥିବା ଅମ୍ପାୟାର ବେଆଇନ ଘୋଷଣା କରିଥିଲେ। ଏହାପରେ ୨୭୬ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜକୁ ୫ ରନ ପେନାଲ୍ଟି ଆକାରରେ ମିଳିଥିଲା। ଇନିଂସର ୨୯ତମ ଓଭର୍‌ରେ ବାବର ୱିକେଟ ପଛରେ ରହି ଗୋଟିଏ ଗ୍ଲୋବ୍ସ ଦ୍ୱାରା ବଲ ସଂଗ୍ରହ କରୁଥିବା ବେଳର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ରିଜୱାନ ଗ୍ଲୋବ୍ସର ଗୋଟିଏ ପଟ ପିନ୍ଧିଥିବା ବେଳେ ଅନ୍ୟଟି ବାବର ପରିନ୍ଧାନ କରିଥିଲେ।

କ୍ରିକେଟର ନିୟମର ୨୮.୧ ଧାରାରେ ପ୍ରୋଟେକ୍ଟିଭ ଇକ୍ୟୁମେଣ୍ଟ ସମ୍ପର୍କରେ କୁହାଯାଇଛି। ନିୟମ ଅନୁଯାୟୀ, ୱିକେଟ କିପରଙ୍କ ବ୍ୟତୀତ କୌଣସି ଫିଲ୍ଡର ପଡ଼ିଆରେ ଗ୍ଲୋବ୍ସ କିମ୍ବା ବାହ୍ୟ ଲେଗ୍‌ ଗାର୍ଡ ବ୍ୟବହାର କରିପାରିବେ ନାହିଁ। ସେହିପରି ହାତ କିମ୍ବା ଆଙ୍ଗୁଠିର ସୁରକ୍ଷା ପାଇଁ ଖେଳାଳିମାନେ ଅମ୍ପାୟାରଙ୍କ ଅନୁମତି ପାଇବା ପରେ ସେ ଦିଗରେ ପଦକ୍ଷେପ ନେଇ ପାରିବେ। ହେଲେ ବାବର କୌଣସି ପ୍ରକାରର ନିୟମକୁ ପାଳନ କରି ନଥିଲେ।

ଅନ୍ୟପକ୍ଷରେ ବାବାରଙ୍କ ଏହି ତ୍ରୁଟି ପାକିସ୍ତାନକୁ ବେଶୀ କ୍ଷତି ଘଟାଇ ନାହିଁ। ଦଳ ଦ୍ୱିତୀୟ ଦିନିକିଆକୁ ୧୨୦ ରନରେ ଜିତି ସିରିଜ କବଜା କରିଛି। ୨୭୬ ରନ୍‌ର ପିଛା କରୁଥିବା ୱେଷ୍ଟଇଣ୍ଡିଜ ୩୪ ଓଭର ଖେଳି ମାତ୍ର ୧୫୫ ରନରେ ଅଲଆଉଟ ହୋଇ ଯାଇଛି। ପାକିସ୍ତାନ ପକ୍ଷରୁ ବାମହାତୀ ସ୍ପିନର କ୍ୟାରିୟର ବେଷ୍ଟ ୧୯ ରନ୍‌ରେ ୪ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story