ଓଃ କି ଫିଲ୍ଡିଂ? ପ୍ରତିପକ୍ଷ ଟିମ୍‌କୁ ମିଳିଲା ୫ ରନ୍‌, ଦେଖନ୍ତୁ ଭିଡିଓ

ଲଣ୍ଡନ: କାର୍ଲୋସ ବ୍ରାଥୱେଟଙ୍କ ନାଁ ସମସ୍ତେ ଜାଣିଛନ୍ତି। ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ପାଇଁ ମ୍ୟାଚ୍‌ ବିଜୟ ଇନିଂସ ଖେଳି ଷ୍ଟାର ବନିଯାଇଥିଲେ ବ୍ରାଥୱେଟ। ଇଣ୍ଡିଜ୍‌କୁ ଫାଇନାଲ ଜିତିବା ପାଇଁ ଗୋଟିଏ ଓଭର୍‌ରେ ୧୯ ରନ ଦରକାର ଥିଲା ବେଳେ ସେ ଲଗାତାର ୪ଟି ଛକା ମାରି ଦଳକୁ ଟ୍ରଫି ଭେଟିଥିଲା। ଏହା ବ୍ରାଥୱେଟଙ୍କ ପ୍ରଥମ ବିଶ୍ୱକପ ଥିଲା। ୨୦୧୯ ଦିନିକିଆ ବିଶ୍ୱକପରେ ମଧ୍ୟ ସେ ଖେଳିଥିଲେ। ଆଇପିଏଲରେ ଏକାଧିକ ଟିମ୍‌ ପକ୍ଷରୁ ଖେଳିଥିବା ବ୍ରାଥୱେଟ […]

Bowling

Bowling

Hemant Lenka
  • Published: Tuesday, 21 June 2022
  • Updated: 21 June 2022, 09:01 PM IST

Sports

Latest News

ଲଣ୍ଡନ: କାର୍ଲୋସ ବ୍ରାଥୱେଟଙ୍କ ନାଁ ସମସ୍ତେ ଜାଣିଛନ୍ତି। ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ପାଇଁ ମ୍ୟାଚ୍‌ ବିଜୟ ଇନିଂସ ଖେଳି ଷ୍ଟାର ବନିଯାଇଥିଲେ ବ୍ରାଥୱେଟ। ଇଣ୍ଡିଜ୍‌କୁ ଫାଇନାଲ ଜିତିବା ପାଇଁ ଗୋଟିଏ ଓଭର୍‌ରେ ୧୯ ରନ ଦରକାର ଥିଲା ବେଳେ ସେ ଲଗାତାର ୪ଟି ଛକା ମାରି ଦଳକୁ ଟ୍ରଫି ଭେଟିଥିଲା।

ଏହା ବ୍ରାଥୱେଟଙ୍କ ପ୍ରଥମ ବିଶ୍ୱକପ ଥିଲା। ୨୦୧୯ ଦିନିକିଆ ବିଶ୍ୱକପରେ ମଧ୍ୟ ସେ ଖେଳିଥିଲେ। ଆଇପିଏଲରେ ଏକାଧିକ ଟିମ୍‌ ପକ୍ଷରୁ ଖେଳିଥିବା ବ୍ରାଥୱେଟ ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଭିଟାଲିଟି ଟି-୨୦ରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ବର୍ମିଂହାମ ବିୟର୍ସର ଅଧିନାୟକ କରାଯାଇଛି।
କିନ୍ତୁ ନିକଟରେ ଡରବିଶିରେ ବିପକ୍ଷ ମ୍ୟାଚ୍‌ରେ ବ୍ରାଥୱେଟଙ୍କ ଖରାପ ଫିଲ୍ଡିଂ ଦେଖବାକୁ ମିଳିଛି।

ସେ ଏମିତି ଫିଲ୍ଡିଂ କଲେ ଯେ ତାଙ୍କ ଦଳ ଉପରେ ୫ ରନ୍‌ର ପେନାଲ୍ଟି ଲାଗିଛି। ଏହାର ଅର୍ଥ ବ୍ରାଥୱେଟଙ୍କ ଖରାପ ଫିଲ୍ଡିଂ ପାଇଁ ପ୍ରତିପକ୍ଷ ଟିମ୍‌କୁ ‌ଅତିରିକ୍ତ ୫ ରନ ମିଳିଛି। ଡରବିଶିରେ ଇନିଂସରେ ୧୩ ତମ ଓଭର୍‌ର ୩ୟ ବଲରେ ପୂରା ଘଟଣା ଘଟିଥିଲା। ଡରବିଶିରେର ବ୍ୟାଟର ୱାନେ ମାଡସେନ ବ୍ୟାଟିଂ କରୁଥିଲେ। ଏହି ସମୟରେ ବ୍ରାଥୱେଟ ବୋଲିଂ କରୁଥିଲେ। ମାଡସେନ ୩ୟ ବଲକୁ ଡ୍ରାଇଭ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଗୋଟିଏ ଡ୍ରପ୍‌ରେ ବୋଲିଂ କରୁଥିବା ବ୍ରାଥୱେଟଙ୍କ ହାତକୁ ଆସିଥିଲା। ସେ ନିଜ ଫଲଥ୍ରୁରେ ହିଁ ବଲଟି ସଂଗ୍ରହ କରିଥିଲେ ଓ ଜାଣିଶୁଣି ମାଡସେନଙ୍କ ଆଡ଼କୁ ଦ୍ରୁତ ଗତିରେ ଫୋପାଡ଼ି ଦେଇଥିଲେ। ଏହା ସିଧା ତାଙ୍କ ଗୋଡ଼ରେ ବାଜିଥିଲା। ଏଥିପାଇଁ ବ୍ରାଥୱେଟଙ୍କ ଟିମ୍‌ ଉପରେ ୫ ରନ୍‌ର ଜୋରିମାନା ଲାଗୁ କରାଯାଇଥିଲା। ଏହି ମ୍ୟାଚ୍‌ ମଧ୍ୟ ବ୍ରାଥୱେଟଙ୍କ ଦଳ ହାରିଛି।

ପ୍ରଥମେ ବ୍ୟାଟିଂ କରି ବର୍ମିଂହାମ ବିୟର୍ସ ୭ ୱିକେଟ ହରାଇ ୧୫୮ କରିଥିଲା। ଏହାର ଜବାବରେ ଡରବିଶିରେ ୧୧ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ବ୍ରାଥୱେଟ ବ୍ୟାଟିଂରେ ୧୮ ରନ୍‌ କରିଥିବା ବେଳେ ବୋଲିଂରେ ୨୯ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story