ଚେନ୍ନାଇକୁ ୧୭୪ ରନ୍‌ର ଟାର୍ଗେଟ ଦେଲା ଆରସିବି

ପୁଣେ: ଶେଷ ଭାଗରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇ ସୁପର କିଙ୍ଗସ ଆଗରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ବିଶେଷ କରି ଦଳ ୧୯ତମ ଓଭର୍‌ରେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି ଓଭର୍‌ରେ ମହେଶ ଥିକସାନା ୩ ଜଣ ବ୍ୟାଟରଙ୍କୁ ଆଉଟ କରିବା ସହ ମାତ୍ର ୨ ରନ୍‌ ଦେଇଛନ୍ତି। ଫଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୭୩ ରନ୍‌ କରିବାକୁ ସକ୍ଷମ ହୋଇଛି। […]

CSK

CSK

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 09:13 PM IST

Sports

Latest News

ପୁଣେ: ଶେଷ ଭାଗରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇ ସୁପର କିଙ୍ଗସ ଆଗରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ବିଶେଷ କରି ଦଳ ୧୯ତମ ଓଭର୍‌ରେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି ଓଭର୍‌ରେ ମହେଶ ଥିକସାନା ୩ ଜଣ ବ୍ୟାଟରଙ୍କୁ ଆଉଟ କରିବା ସହ ମାତ୍ର ୨ ରନ୍‌ ଦେଇଛନ୍ତି। ଫଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୭୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଏବେ ଚେନ୍ନାଇକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୭୪ ରନର ଟାର୍ଗେଟ ମିଳିଛି।

ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ଆରସିବି ପାଇଁ ବିରାଟ କୋହଲି ଓ ଅଧିନାୟକ ଡୁପ୍ଲେସିସ ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲା। ଏତିକି ବେଳେ ୩୮ ରନ୍‌ କରିଥିବା ଡୁପ୍ଲେସିସ ବଡ଼ ଶଟ୍‌ ଖେଳିବା ଲୋଭରେ ମୋଇନ ଅଲୀଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଗ୍ଲେନ ମ୍ୟାକ୍ସୱେଲ(୩)ଙ୍କୁ ଆରସିବି ରନ ଆଉଟ ରୂପେ ହରାଇଥିଲା। ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରୁଥିଲେ ମଧ୍ୟ ୩୦ ରନ୍‌ କରି ମୋଇନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୬୨ ରନ୍‌ରେ କୌଣସି ୱିକେଟ ହରାଇ ନଥିବା ଆରସିବି ୭୯ ରନ୍‌ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏହି ସମୟରେ ଦୁଇ ଯୁବ ତାରକା ରଜତ ପଟିଦାର ଓ ମହିପାଲ ଲୋମରୋର ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୨୩ରେ ପହଞ୍ଚାଇଥିଲେ। କିନ୍ତୁ ପଟିଦାର ୨୧ ରନ କରିଥିବା ବେଳେ ପ୍ରେଟୋରିୟସଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ମହିପାଲ ଓ ଦୀନେଶ କାର୍ତ୍ତିକ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୫୫ ରନ୍‌ରେ ପହଞ୍ଚାଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ।

୧୯ତମ ଓଭର୍‌ର ପ୍ରଥମ ବଲରେ ୪୨ ରନ୍‌ କରିଥିବା ମହିପାଲଙ୍କୁ ଥିକସାନା ଆଉଟ କରିଥିଲେ। ସମାନ ଓଭର୍‌ରେ ହସରଙ୍ଗା ଓ ଶାହବାଜ ଅହମଦ ମଧ୍ୟ ତାଙ୍କ ଶିକାର ବନିଥିଲା। ୨ ରନ୍‌ ଭିତରେ ୩ ୱିକେଟ ହରାଇ ଆରସିବି ଦୋହଲି ଯାଇଥିଲା। କିନ୍ତୁ ଶେଷ ଓଭର୍‌ରେ ଦୀନେଶ କାର୍ତ୍ତିକ ବଡ଼ବଡ଼ ଶଟ ଖେଳିବାରୁ ଆରସିବି ୮ ୱିକେଟ ହରାଇ ୧୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

କାର୍ତ୍ତିକ ଶେଷ ଯାଏ ୧୭ ବଲ୍‌ରେ ୨୬ ରନ୍‌ କରି ନଟଆଉଟ ରହିଥିଲେ। ଏହି ଇନିଂସ୍‌ରେ ସେ ୨ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।
ଚେନ୍ନାଇ ପକ୍ଷରୁ ଥିକସାନା ୩ଟି ୱିକେଟ ନେଇଥିବା ବେଳେ ମୋଇନ ଅଲୀ ୨ଟି ଓ ପ୍ରିଟୋରିୟସ ଗୋଟିଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story