ପୂଜାରାଙ୍କ ଅର୍ଦ୍ଧଶତକ, ୨୫୭ ରନ ଆଗରେ ଭାରତ

ବର୍ମିଂହାମ: ଇଂଲଣ୍ଡକୁ ୨୮୪ ରନ୍‌ରେ ଅଲଆଉଟ କରିଥିବା ଭାରତ ତା’ର ଦ୍ୱିତୀୟ ଇନିଂସରେ ମଧ୍ୟ ଠିକଠାକ ଆରମ୍ଭ କରିଛି। ପ୍ରଥମ ଇନିଂସରେ ୪୧୬ ରନ୍‌ କରିଥିବା ଟିମ ଇଣ୍ଡିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୧୨୫ ରନ କରିଛି। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ଭାରତ ଏବେ ୨୫୭ ରନ୍‌ ଆଗରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଭେଟରାନ ଚେତେଶ୍ୱର ପୂଜାରା ୫୦ ଓ ଋଷଭ […]

Pujara

Pujara

Hemant Lenka
  • Published: Monday, 04 July 2022
  • Updated: 04 July 2022, 08:02 AM IST

Sports

Latest News

ବର୍ମିଂହାମ: ଇଂଲଣ୍ଡକୁ ୨୮୪ ରନ୍‌ରେ ଅଲଆଉଟ କରିଥିବା ଭାରତ ତା’ର ଦ୍ୱିତୀୟ ଇନିଂସରେ ମଧ୍ୟ ଠିକଠାକ ଆରମ୍ଭ କରିଛି। ପ୍ରଥମ ଇନିଂସରେ ୪୧୬ ରନ୍‌ କରିଥିବା ଟିମ ଇଣ୍ଡିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୧୨୫ ରନ କରିଛି। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ଭାରତ ଏବେ ୨୫୭ ରନ୍‌ ଆଗରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଭେଟରାନ ଚେତେଶ୍ୱର ପୂଜାରା ୫୦ ଓ ଋଷଭ ପନ୍ତ ୩୦ ରନ କରି କ୍ରିଜରେ ରହିଥିଲେ। ଏବେ ଭାରତ ହାତରେ ୭ଟି ୱିକେଟ ଥିବାରୁ ଦଳ ବଡ଼ ଲିଡ୍‌ ଲକ୍ଷ୍ୟରେ ରହିଛି।

ଦ୍ୱିତୀୟ ଦିନ ଭଳି ତୃତୀୟ ଦିନରେ ମଧ୍ୟ ବର୍ମିଂହାମର ଏଜବାଷ୍ଟନରେ ବର୍ଷାର ଲୁଚକାଳି ଖେଳ ଜାରି ରହିଥିଲେ। ଏହା ସତ୍ତ୍ୱେ ଭାରତୀୟ ବୋଲରମାନେ ନିଜର ଦବଦବା ଦେଖାଇଥିଲେ। ଇଂଲଣ୍ଡ ତୃତୀୟ ଦିନରେ ୮୪ ରନରୁ ଇନିଂସ ଆରମ୍ଭ କରିଥିଲା। ଜନ୍ନି ବେୟାରଷ୍ଟୋ ଓ ଅଧିନାୟକ ବେନ ଷ୍ଟୋକ୍ସ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୧୪୯ ଥିବା ବେଳେ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ।

କିନ୍ତୁ ବେୟାରଷ୍ଟୋ ସାମ ବିଲିଙ୍ଗସ ହାର ମାନିବା ମୁଡରେ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୪୧ରେ ପହଞ୍ଚାଇଥିଲେ। ବେୟାରଷ୍ଟୋ ମଧ୍ୟ ଚଳିତ ସିଜିନରେ ନିଜର ତୃତୀୟ ଶତକ ହାସଲ କରିଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ପରିଣତ କରିବା ପୂର୍ବରୁ ମହମ୍ମଦ ଶାମି ତାଙ୍କୁ ଆଉଟ କରି ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୪୦ ବଲରେ ୧୦୬ ରନର ଇନିଂସ ଖେଳିଥିଲେ। ବେୟାରଷ୍ଟୋ ଆଉଟ ହେବା ପରେ ସାମ ବିଲିଙ୍ଗ୍ସ ଲଢ଼େଇ କରିଥିଲେ। ତେବେ ସେ ଇଂଲଣ୍ଡକୁ ୩୦୦ ରନ୍‌ ପାର କରାଇବାରେ ସକ୍ଷମ ହୋଇ ନଥିଲେ।

ବିଲଙ୍ଗସ(୩୬)ଙ୍କୁ ଆଉଟ କରି ମହମ୍ମଦ ସିରାଜ ଇଂଲଣ୍ଡକୁ ୯ମ ଝଟକା ଦେଇଥିଲେ। ଏହାପୂର୍ବରୁ ସେ ଷ୍ଟୁଆର୍ଟ ବ୍ରଡ(୧)ଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷରେ ମାଥ୍ୟୁ ପଟ୍ଟ୍ସ(୧୯)ଙ୍କୁ ଆଉଟ କରି ସିରାଜ ଇଂଲଣ୍ଡର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ ହୋଇଯିବାରୁ ଭାରତକୁ ୧୩୨ ରନର ଲିଡ ମିଳିଥିଲା।

ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ ହେଁ ୪ ରନରେ ପ୍ରଥମ ୱିକେଟ ହରାଇଥିଲା। ଶୁବମନ ଗିଲ ମାତ୍ର ୪ ରନ୍ କରି ପ୍ରଥମ ଓଭର୍‌ରେ ହିଁ ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ। ହନୁମା ବିହାରୀ ଓ ପୂଜାରା ଲଢ଼େଇ କରିଥିଲେ ମଧ୍ୟ କେବଳ ୩୯ ରନର ଭାଗିଦାରୀ କରିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୪୩ ଥିବା ବେଳେ ବିହାରୀ ୧୧ ରନ କରି ବ୍ରଡଙ୍କ ଶିକାର ବନିଥିଲେ। ବିରାଟ କୋହଲିଙ୍କ ଫ୍ଲପ ଶୋ’ ମଧ୍ୟ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳିଛି।

ସେ ଭଲ ଶଟ ଖେଳିଥିଲେ ମଧ୍ୟ କେବଳ ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଷ୍ଟୋକ୍ସ ନେଇଛନ୍ତି। ୭୫ ରନରେ ୩ଟି ୱିକେଟ ହରାଇଥିବା ଭାରତକୁ ଏହି ସମୟରେ ପୂଜାରା ଓ ପନ୍ତ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଏଥିସହ ପୂଜାରା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୩ ୱିକେଟ ହରାଇ ୧୨୫ ରନ କରିଛି। ଆଜି ଦଳ ପୂଜାରା ଓ ପନ୍ତଙ୍କ ଠାରୁ ବଡ଼ ସ୍କୋର ଲକ୍ଷ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story