ଦିଲ୍ଲୀ କ୍ୟାମ୍ପରେ ପୁଣି ପଶିଲା କରୋନା, ଚେନ୍ନାଇ ବିପକ୍ଷ ମ୍ୟାଚ୍‌କୁ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ମହମାରୀ କରୋନା ପଶିଛି। ଦିଲ୍ଲୀର ଜଣେ ନେଟ ବୋଲରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଆଜି ଦିଲ୍ଲୀ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ୍‌ ହେବାର ଅଛି। ଏହା ପୂର୍ବରୁ ହିଁ ଦିଲ୍ଲୀ କ୍ୟାମ୍ପରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ଦିଲ୍ଲୀର ସବୁ ଖେଳାଳିଙ୍କୁ ବାଧ୍ୟତାମୂଳକ ଆଇସୋଲେସନରେ ରହିବାକୁ କୁହାଯାଇଛି। ତେଣୁ ଆଜି ସନ୍ଧ୍ୟାରେ ମ୍ୟାଚ୍‌ ଅନୁଷ୍ଠିତ ହେବ କି ନାହିଁ, […]

delhi

delhi

Hemant Lenka
  • Published: Sunday, 08 May 2022
  • Updated: 08 May 2022, 05:09 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ମହମାରୀ କରୋନା ପଶିଛି। ଦିଲ୍ଲୀର ଜଣେ ନେଟ ବୋଲରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଆଜି ଦିଲ୍ଲୀ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ୍‌ ହେବାର ଅଛି। ଏହା ପୂର୍ବରୁ ହିଁ ଦିଲ୍ଲୀ କ୍ୟାମ୍ପରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିପାଇଁ ଦିଲ୍ଲୀର ସବୁ ଖେଳାଳିଙ୍କୁ ବାଧ୍ୟତାମୂଳକ ଆଇସୋଲେସନରେ ରହିବାକୁ କୁହାଯାଇଛି। ତେଣୁ ଆଜି ସନ୍ଧ୍ୟାରେ ମ୍ୟାଚ୍‌ ଅନୁଷ୍ଠିତ ହେବ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆଜି ସକାଳେ ଚାଲିଥିବା ଟେଷ୍ଟ ବେଳେ ଦିଲ୍ଲୀର ଜଣେ ନେଟ ବୋଲର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଖେଳାଳିମାନଙ୍କୁ ସେମାନଙ୍କ ରୁମରେ ରହିବାକୁ କୁହାଯାଇଛି।”

ଜଣେ ନେଟ ବୋଲରଙ୍କୁ ଛାଡ଼ି ଦେଲେ ଆଉ କାହାର ବି ଟେଷ୍ଟ ରିପୋର୍ଟ ପଜିଟିଭ ଆସିନି। ମ୍ୟାଚ୍‌ ପୂର୍ବରୁ ପୁଣିଥରେ ଖେଳାଳିଙ୍କ କରୋନା ଟେଷ୍ଟ ହେବ। ଯଦି ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ଧାର୍ଯ୍ୟ ସମୟ ଅନୁସାରେ ଆଜି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ କରୋନା ସଂକ୍ରମଣ ଜନିତ ସମସ୍ୟାରେ ପଡ଼ିଛି। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଖେଳାଳିଙ୍କ ସମସ୍ତେ ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସଂକ୍ରମଣ ଦୃଷ୍ଟିରୁ ଦିଲ୍ଲୀର ଦୁଇଟି ମ୍ୟାଚ୍‌ର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଥିଲା। ପଞ୍ଜାବ ଓ ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ପୁଣେ ମ୍ୟାଚ୍‌ ଖେଳିବାର ଥିଲା। କିନ୍ତୁ କରୋନା ପାଇଁ ଏହି ଦୁଇ ମ୍ୟାଚ୍‌ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story