ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ମହିଳା ଖେଳାଳି

ଅକଲ୍ୟାଣ୍ଡ: ଦିନିକିଆ ମହିଳା ବିଶ୍ୱକପ ବେଳେ ଅଘଟଣ ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ଟଳି ପଡ଼ିଛନ୍ତି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନ୍ନେଲ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବେଳେ ଏପରି ଘଟଣା ଘଟିଛି। ସେ ହଠାତ୍‌ କାହିଁକି ଟଳିପଡ଼ିଲେ ସେକଥା ଜଣାପଡ଼ିନି। ତେବେ ସେ ଆମ୍ବୁଲାନ୍ସ ନିକଟକୁ ଯିବା ବେଳେ ପେଟକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି। ତେଣୁ ପେଟ ଜନିତ ସମସ୍ୟା ଯୋଗୁ […]

wi

wi

Hemant Lenka
  • Published: Friday, 18 March 2022
  • Updated: 18 March 2022, 05:48 PM IST

Sports

Latest News

ଅକଲ୍ୟାଣ୍ଡ: ଦିନିକିଆ ମହିଳା ବିଶ୍ୱକପ ବେଳେ ଅଘଟଣ ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ଟଳି ପଡ଼ିଛନ୍ତି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନ୍ନେଲ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବେଳେ ଏପରି ଘଟଣା ଘଟିଛି।

ସେ ହଠାତ୍‌ କାହିଁକି ଟଳିପଡ଼ିଲେ ସେକଥା ଜଣାପଡ଼ିନି। ତେବେ ସେ ଆମ୍ବୁଲାନ୍ସ ନିକଟକୁ ଯିବା ବେଳେ ପେଟକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି। ତେଣୁ ପେଟ ଜନିତ ସମସ୍ୟା ଯୋଗୁ ସେ ତଳେ ଟଳି ପଡ଼ିଥିବା ଆଶଙ୍କା କରାଯାଇଛି। ମ୍ୟାଚ୍‌ର ୪୭ତମ ଓଭର୍‌ରେ ଏପରି ଘଟଣା ଘଟିଥିଲା।

ଏହି ଓଭର୍‌ର ୫ମ ବଲ ପଡ଼ିବା ବେଳେ ୨୯ ବର୍ଷୀୟ କୋନ୍ନେଲ ଫିଲ୍ଡିଂ କରୁଥିଲେ। ତେବେ ସେ ହଠାତ୍‌ ତଳେ ପଡ଼ି ଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏପରି କି ସାଥୀ ଖେଳାଳିମାନେ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ। ଖେଳ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା।

ଏହାପରେ କୋନ୍ନେଲଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ସେଠାରୁ ସେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏଯାଏ ବିସ୍ତୃତ ଭାବେ ସୂଚନା ମିଳିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ ମ୍ୟାଚ୍‌ ବେଶ ରୋମାଞ୍ଚକର ସ୍ଥିତିରେ ଥିଲା।

ବାଂଲାଦେଶର ଶେଷ ଯୋଡ଼ି ୧୯ ବଲରେ ୧୩ ରନ୍‌ କରିବାକୁ ପ୍ରୟାସ କରୁଥିଲେ। ତେବେ କୋନ୍ନେଲଙ୍କ ସହ ଘଟିଥିବା ଅଘଟଣ ସତ୍ତ୍ୱେ ୱେଷ୍ଟଇଣ୍ଡିଜ ମହିଳା ଟିମ ଏହି ମ୍ୟାଚ୍‌କୁ ୪ ରନ୍‌ରେ ଜିତିବାକୁ ସକ୍ଷମ ହୋଇଛି। ଇଣ୍ଡିଜ୍‌ ଟିମ୍‌ ପ୍ରଥମ ବ୍ୟାଟିଂ କରି କେବଳ ୧୪୦ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୩୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story