ଗୁଜରାଟ ବିପକ୍ଷ ‘ମଷ୍ଟ ୱିନ’ଗେମରେ ଟସ୍‌ ହାରିଲା ଆରସିବି

ମୁମ୍ବାଇ: ପ୍ଲେଅଫରେ ସ୍ଥାନ ପକ୍କା କରି ସାରିଥିବା ଗୁଜରାଟ ଟାଇଟନ୍ସ ବିପକ୍ଷରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି। ଏହି ମ୍ୟାଚ୍‌ ଗୁଜରାଟ ଅପେକ୍ଷା ଆରସିବି ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜିର ମ୍ୟାଚ୍‌ ଜିତିଲେ ଦଳ ୧୬ ପଏଣ୍ଟ ସହ ପ୍ଲେ ଅଫ ଖେଳିବାକୁ ଅଧିକ ନିକଟତର ହେବ। ତେବେ ଦିଲ୍ଲୀ ତା’ର ଶେଷ ମ୍ୟାଚ୍‌ରେ ଯଦି ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିବ, […]

IPL

IPL

Hemant Lenka
  • Published: Thursday, 19 May 2022
  • Updated: 19 May 2022, 07:13 PM IST

Sports

Latest News

ମୁମ୍ବାଇ: ପ୍ଲେଅଫରେ ସ୍ଥାନ ପକ୍କା କରି ସାରିଥିବା ଗୁଜରାଟ ଟାଇଟନ୍ସ ବିପକ୍ଷରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି। ଏହି ମ୍ୟାଚ୍‌ ଗୁଜରାଟ ଅପେକ୍ଷା ଆରସିବି ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜିର ମ୍ୟାଚ୍‌ ଜିତିଲେ ଦଳ ୧୬ ପଏଣ୍ଟ ସହ ପ୍ଲେ ଅଫ ଖେଳିବାକୁ ଅଧିକ ନିକଟତର ହେବ।

ତେବେ ଦିଲ୍ଲୀ ତା’ର ଶେଷ ମ୍ୟାଚ୍‌ରେ ଯଦି ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିବ, ତା’ହେଲେ ଆରସିବିର ପ୍ଲେ ଅଫ ଖେଳିବା ନିଶ୍ଚିତ ହେବ। ଦିଲ୍ଲୀ ସମାନ ୧୪ ପଏଣ୍ଟ ପାଇଥିଲେ ମଧ୍ୟ ରନ ରେଟ୍‌ ଦୃଷ୍ଟିରୁ ଆରସିବି ଠାରୁ ଆଗରେ ରହିଛି।

ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଆରସିବି ପ୍ରଥମେ ବୋଲିଂ କରିବ। ଗତ ମ୍ୟାଚ୍‌ରେ ଆରସିବି ପଞ୍ଜାବ କିଙ୍ଗସ ଠାରୁ ହାରି ଯାଇଥିଲେ। କିନ୍ତୁ ଗୁଜରାଟ ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ୧ନଂ ସ୍ଥାନରେ ନିଜକୁ ଆହୁରି ମଜବୁତ କରିଥିଲା।

ପ୍ଲେ ଅଫରେ ପ୍ରବେଶ କରି ସାରିଥିବାରୁ ଆଜି ଗୁଜରାଟ ଟିମ୍‌ରେ ଏକାଧିକ ପରିବର୍ତ୍ତନ ଆଶା କରାଯାଉଥିଲା। ହେଲେ ଦଳ କେବଳ ଗୋଟିଏ ପରିବର୍ତ୍ତନ କରିଛି। ଅଲଜାରି ଯୋଶେଫଙ୍କ ବଦଳରେ ଲକି ଫର୍ଗୁସନ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ଆରସିବି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମହମ୍ମଦ ସିରାଜଙ୍କ ବଦଳରେ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ଆଜିର ମ୍ୟାଚ୍‌ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story