ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ସୂର୍ଯ୍ୟଙ୍କ ଫର୍ମ ଉପରେ ସମସ୍ତଙ୍କ ନଜର

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ହାଇ ଭୋଲ୍ଟେଜ୍ ମ୍ୟାଚ୍। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍। ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ କେହି ହେଲେ ହାରି ନାହାନ୍ତି। ଭାରତ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ […]

ply

ply

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 04:00 PM IST

Sports

Latest News

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ହାଇ ଭୋଲ୍ଟେଜ୍ ମ୍ୟାଚ୍। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍। ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ କେହି ହେଲେ ହାରି ନାହାନ୍ତି। ଭାରତ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଆଉ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱ ରଖୁଛି। ତେଣୁ ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା।

ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ଛଡ଼ା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟଙ୍କ ଉପରେ ଭରସା ରଖିଛି ଦଳ। କାରଣ, ପାକିସ୍ତାନ ବିପକ୍ଷରେ ଦମଦାର ଆରମ୍ଭ କରିବା ସତ୍ତ୍ୱେ ପାଭିଲିୟନକୁ ଶୀଘ୍ର ସିନା ଫେରିଥିଲେ, ହେଲେ ନେଦରଲାଣ୍ଡ ବିପକ୍ଷରେ ସୂର୍ଯ୍ୟ ଦେଖାଇଥିଲେ ତେଜ। ରାହୁଲ ଏବଂ ରୋହିତ ଯିବାପରେ କିଙ୍ଗ କୋହଲିଙ୍କ ଭରପୁର ସାଥ୍ ଦେଇଥିଲେ ସୂର୍ଯ୍ୟ । ପଡିଆର ଚାରିଆଡକୁ ସଟ୍ ଖେଳିଥିଲେ। ତାଙ୍କ ଭିନ୍ନ ଅନ୍ଦାଜ ଏବଂ ଆଗ୍ରେସନରେ ବ୍ୟାଟିଂ ଦେଖିଲା ଭଳି ଥିଲା।  ବିଲକୁଲ ଚାପମୁକ୍ତ ଖେଳ ଖେଳୁଛନ୍ତି ସେ। ତେଣୁ ଏହି ଇନିଂସ ପରେ ଏବେ ତାଙ୍କ ଉପରେ ଭରସା ଏବଂ ବିଶ୍ୱାସ ଆହୁରି ବଢିଯାଇଛି।

ବିଶ୍ୱକପରେ ଟିମ୍ଇଣ୍ଡିଆର ପାଇଁ ସୂର୍ଯ୍ୟଙ୍କ ରୌଦ୍ର ବଜାୟ ରହିଲେ ଦଳ ଚାମ୍ପିୟନ ହେବ ବୋଲି ଆଶା କରାଯାଇଛି। ତେବେ ଦେଖିବାର କଥା ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲିଂ ଆଟାକକୁ କେମିତି ସାମନା କରୁଛନ୍ତି ସେ ଓ ଭାରତୀୟ ଦଳ।

ଖେଳିବାକୁ ଥିବା ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ‌ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟକିପର), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story