ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଟିମ୍‌ ଇଣ୍ଡିଆ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ଏକତରଫା ଭାବେ ୧୦ ୱିକେଟରେ ଜିତିବା ପରେ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆ ୧୦୫ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିଲା। ହେଲେ ମ୍ୟାଚ ଜିତିବା ପରେ ୧୦୮ ପଏଣ୍ଟ ସହ ଦଳ ତୃତୀୟ ସ୍ଥାନକୁ ଉଠିଛି। ପାକିସ୍ତା୩ ୧୦୬ ପଏଣ୍ଟ ସହ ୪ର୍ଥଆକୁ ଖସି ଯାଇଛି। ଭାରତ […]

Rohit1

Rohit1

Hemant Lenka
  • Published: Wednesday, 13 July 2022
  • Updated: 13 July 2022, 07:27 PM IST

Sports

Latest News

ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଟିମ୍‌ ଇଣ୍ଡିଆ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ଏକତରଫା ଭାବେ ୧୦ ୱିକେଟରେ ଜିତିବା ପରେ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆ ୧୦୫ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିଲା। ହେଲେ ମ୍ୟାଚ ଜିତିବା ପରେ ୧୦୮ ପଏଣ୍ଟ ସହ ଦଳ ତୃତୀୟ ସ୍ଥାନକୁ ଉଠିଛି।

ପାକିସ୍ତା୩ ୧୦୬ ପଏଣ୍ଟ ସହ ୪ର୍ଥଆକୁ ଖସି ଯାଇଛି। ଭାରତ ମଙ୍ଗଳବାର ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି। ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ସଫଳତା ଯୋଗୁ ଇଂଲଣ୍ଡ ୧୧୦ରେ ଅଲଆଉଟ ହୋଇଯାଇଥିଲା। ଟିମ ଇଣ୍ଡିଆ ୧୧୧ ରନର ଟାର୍ଗେଟକୁ ବିନା କୌଣସି ୱିକେଟ ହରାଇ ୧୮୮ ବଲ ପୂର୍ବରୁ ହାସଲ କରି ନେଇଥିଲା। ରୋହିତ ଶେଷ ଯାଏ ୫୮ ବଲରେ ୭୬ ଓ ଶିଖର ଧୱନ ୫୪ ବଲରେ ଅପରାଜିତ ୩୧ ରନର ଇନିଂସ ଖେଳିଥିଲେ। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ୧୪ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଖେଳଯିବ।

ଅନ୍ୟପକ୍ଷରେ ପୂର୍ବଭଳି ନ୍ୟୁଜିଲ୍ୟାଣ୍ଡ ଦିନିକିଆ ରାଙ୍କିଙ୍ଗରେ ତା’ର ଦବଦବା ଜାରି ରଖିଛି। ୧୨୬ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରେ ଥିବା ବେଳେ ୧୨୨ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟରେ ରହିଛି। ୧୦୧ ଏପଣ୍ଟ ସହ ଅଷ୍ଟ୍ରେଲିଆ ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଦକ୍ଷିଣ ଆଫ୍ରିକା, ୭ମରେ ବାଂଲାଦେଶ, ୮ମରେ ଶ୍ରୀଲଙ୍କା, ୯ମରେ ୱେଷ୍ଟଇଣ୍ତିଜ ଓ ୧୦ମ ସ୍ଥାନରେ ଆଫଗାନିସ୍ତାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story