ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ରୋହିତ ନେବେ ନେତୃତ୍ୱ

ମୁମ୍ବାଇ : ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି ଏସିଆ କପ୍। ଚଳିତ ଥର ଏହା ଟି-୨୦ ଫର୍ମାଟରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଦଳକୁ ଫେରିବା ସହ ଉପଅଧିନାୟକ ସ୍ଥାନ ନେବେ କେଏଲ୍‌ ରାହୁଲ। ବିରାଟ କୋହଲି ମଧ୍ୟ ଦଳକୁ ଫେରିଛନ୍ତି। ତେବେ ଆହତ ଜନିତ କାରଣରୁ ପ୍ରମୁଖ ବୋଲର ଭୂମିକା ନେଉଥିବା ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦିଆଯାଇଛି। ଏସିଆ କପ୍‌ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ […]

rohit

rohit

Niranjan Mishra
  • Published: Monday, 08 August 2022
  • Updated: 09 August 2022, 08:40 AM IST

Sports

Latest News

ମୁମ୍ବାଇ : ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି ଏସିଆ କପ୍। ଚଳିତ ଥର ଏହା ଟି-୨୦ ଫର୍ମାଟରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଦଳକୁ ଫେରିବା ସହ ଉପଅଧିନାୟକ ସ୍ଥାନ ନେବେ କେଏଲ୍‌ ରାହୁଲ। ବିରାଟ କୋହଲି ମଧ୍ୟ ଦଳକୁ ଫେରିଛନ୍ତି। ତେବେ ଆହତ ଜନିତ କାରଣରୁ ପ୍ରମୁଖ ବୋଲର ଭୂମିକା ନେଉଥିବା ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦିଆଯାଇଛି।

ଏସିଆ କପ୍‌ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଭାଗ ନେବେ । ଟିମ୍‌ ଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ‘ଏ’ ଗ୍ରୁପ୍‌ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଥିବା ବେଳେ ‘ ବି’ ଗ୍ରୁପ୍‌ରେ ଭାରତ, ପାକିସ୍ତାନ ଓ ଗୋଟିଏ କ୍ୱାଲିଫାଇଙ୍ଗ ଟିମ୍ ରହିବ।

ଅଗଷ୍ଟ ୨୭ରେ ଉଦଘାଟନୀ ମ୍ୟାଚ ହେବ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ। ଏହା ପରଦିନ ଦୁବାଇରେ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ରେ ଦୁବାଇରେ ଖେଳାଯିବ।

ଭାରତୀୟ ଦଳରେ ସାମିଲ ଖେଳାଳିମାନେ ହେଲେ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଆର. ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେସ ଖାନ୍।

https://twitter.com/BCCI/status/1556667161955176449?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1556667161955176449%7Ctwgr%5E260f95c58caeb78f14b5b84acc5bce3b9c566bde%7Ctwcon%5Es1_c10&ref_url=https%3A%2F%2Fsports.ndtv.com%2Fasia-cup-2022%2Findias-squad-for-asia-cup-rohit-sharma-to-lead-virat-kohli-returns-3237366

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story