ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ଶିଖର ଧଓ୍ୱନଙ୍କୁ ଅଧିନାୟକ ଦାୟିତ୍ୱ, ଶ୍ରେୟସ ଆୟର ଉପଅଧିନାୟକ ମିଳିଛି। ସାମିଲ ହୋଇଥିବା ଅପେକ୍ଷାକୃତ ଯୁବ ଟିମର ନୂଆ ମୁହଁ ହେଲେ ରଜତ ପଟିଦାର ଓ ମୁକେଶ କୁମାର। ସେହିପରି ଟିମ୍‌କୁ ଫେରିଛନ୍ତି ସଂଜୁ ସାମସନ ଓ କୁଳଦୀପ ଯାଦବ। ୧୬ ଜଣିଆ ଦଳରେ ରୁତୁରାଜ ଗାଏକଓ୍ୱାଡ, ଶୁଭମନ […]

cricket

cricket

Niranjan Mishra
  • Published: Sunday, 02 October 2022
  • Updated: 02 October 2022, 10:01 PM IST

Sports

Latest News

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ଶିଖର ଧଓ୍ୱନଙ୍କୁ ଅଧିନାୟକ ଦାୟିତ୍ୱ, ଶ୍ରେୟସ ଆୟର ଉପଅଧିନାୟକ ମିଳିଛି। ସାମିଲ ହୋଇଥିବା ଅପେକ୍ଷାକୃତ ଯୁବ ଟିମର ନୂଆ ମୁହଁ ହେଲେ ରଜତ ପଟିଦାର ଓ ମୁକେଶ କୁମାର। ସେହିପରି ଟିମ୍‌କୁ ଫେରିଛନ୍ତି ସଂଜୁ ସାମସନ ଓ କୁଳଦୀପ ଯାଦବ।

୧୬ ଜଣିଆ ଦଳରେ ରୁତୁରାଜ ଗାଏକଓ୍ୱାଡ, ଶୁଭମନ ଗିଲ୍, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ, ସଞ୍ଜୁ ସାମସନ୍, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଅବେଶ ଖାନ୍, ସିରାଜ, ଚହରଙ୍କୁ ସ୍ଥାନ ମିଳିଛି। ଆସନ୍ତା ୬, ୯ ଓ ୧୧ ତାରିଖରେ ଉଭୟ ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୬ରେ ଲକ୍ଷ୍ନୌରେ ପ୍ରଥମ ମ୍ୟାଚ, ଅକ୍ଟୋବର ୯ରେ ରାଂଚିରେ ଦ୍ୱିତୀୟ ମ୍ୟାଚ୍ ଓ ଅକ୍ଟୋବର ୧୧ରେ ତୃତୀୟ ତଥା ଅନ୍ତିମ ଓ୍ୱାନ୍ ଡେ ଦିଲ୍ଲୀରେ ଖେଳାଯିବ।

ନିୟମିତ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ରିଷଭ ପନ୍ଥଙ୍କ ପରି କ୍ରିକେଟର୍ ଏହି ସିରିଜ ଖେଳିବେ ନାହିଁ। ଅକ୍ଟୋବର ୨୩ରୁ ଆରମ୍ଭ ହେଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସେମାନେ ପ୍ରସ୍ତୁତି କରିବେ।

ଏବେ ଏହି ଦୁଇ ଦଳ ଭିତରେ ଟି-୨୦ ଲଢ଼େଇ ଚାଲିଥିବା ବେଳେ ଦିନିକିଆ ଲଢ଼େଇକୁ ସମସ୍ତଙ୍କ ଅପେକ୍ଷା ରହିଛି। ବିଶ୍ୱକପ୍‌ ପୂର୍ବରୁ ଦୁଇଦଳ ନିଜର ପ୍ରସ୍ତୁତି ଏହି ଖେଳରେ ଦେଖାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି।

https://twitter.com/BCCI/status/1576552419613241345?s=20&t=XOsZZuq8DdItNQFHcgsfKA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story