ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ ଟ୍ରଫି ଟକ୍କର। ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍‌ର ଦୁଇ ହେଭିୱେଟ୍ ଟିମ୍। ପ୍ରଥମ ଆଇପିଏଲ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ। ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଖେଳାଯିବ ଏହି ମହା ମୁକାବିଲା। ଆଜି ରାତି ୮ଟାରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଥର ଆଇପିଏଲ୍‌-୧୫ ମହା […]

IPL final Match

IPL final Match

Madhupriya Mistry
  • Published: Sunday, 29 May 2022
  • Updated: 29 May 2022, 01:01 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ ଟ୍ରଫି ଟକ୍କର। ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍‌ର ଦୁଇ ହେଭିୱେଟ୍ ଟିମ୍। ପ୍ରଥମ ଆଇପିଏଲ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ। ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଖେଳାଯିବ ଏହି ମହା ମୁକାବିଲା। ଆଜି ରାତି ୮ଟାରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଥର ଆଇପିଏଲ୍‌-୧୫ ମହା ମୁକାବିଲାରେ ଇତିହାସ ସୃଷ୍ଟି ହେବ ନା ପୁଣି ଇତିହାସ ଦୋହରିବା ତାହା ଦେଖିବାକୁ ବାକି ରହିଲା।

ଏଥର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଗୁଜରାଟ। ପ୍ରଥମରୁ ହିଁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ୍ ଅଡର ବେଶ୍ ଶକ୍ତିଶାଳୀ ରହିଛି। ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ୱାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଥିଲା।

ସେହିପରି ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ଏହି ମ୍ୟାଚ୍‌ରେ ବିଶେଷ ନଜର ରହିବ। ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story