ଆଇପିଏଲ୍‌ ପୂର୍ବରୁ ଆକ୍ସନ ମୋଡ୍‌ରେ କ୍ରିକେଟର, ଦେଖାଇଲେ 'ପୁଷ୍ପା' ଅବତାର

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌-୨୦୨୨ ପାଇଁ ଆରମ୍ଭ ହୋଇଗଲାଣି କାଉନ୍‌ଡାଉନ୍‌। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଦଳର କ୍ରିକେଟର ଆକ୍ସନ ମୋଡ୍‌ରେ ଅଛନ୍ତି। ମ୍ୟାଚ୍‌ ପାଇଁ ଚଲାଇଛନ୍ତି ଜୋରଦାର ଅଭ୍ୟାସ। ଏହି ଆକ୍ସନ ସହ ମସ୍ତି ମୁଡ୍‌ରେ ମଧ୍ୟ ନଜର ଆସିଛନ୍ତି କିଛି ପ୍ଲେଅର୍‌। ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି। କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ଟିମ୍‌ […]

dale-steyn

dale-steyn

Madhupriya Mistry
  • Published: Monday, 21 March 2022
  • Updated: 21 March 2022, 12:41 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌-୨୦୨୨ ପାଇଁ ଆରମ୍ଭ ହୋଇଗଲାଣି କାଉନ୍‌ଡାଉନ୍‌। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଦଳର କ୍ରିକେଟର ଆକ୍ସନ ମୋଡ୍‌ରେ ଅଛନ୍ତି। ମ୍ୟାଚ୍‌ ପାଇଁ ଚଲାଇଛନ୍ତି ଜୋରଦାର ଅଭ୍ୟାସ। ଏହି ଆକ୍ସନ ସହ ମସ୍ତି ମୁଡ୍‌ରେ ମଧ୍ୟ ନଜର ଆସିଛନ୍ତି କିଛି ପ୍ଲେଅର୍‌। ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି।

କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ଟିମ୍‌ ନିକଟରେ ଏକ ବିଜ୍ଞାପନ ସୁଟ୍ କରିଥିଲା। ଯେଉଁଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ତଥା ପ୍ରସିଦ୍ଧ ବୋଲର୍‌ ଡେଲ୍ ଷ୍ଟେନ ମଜା କରୁଥିବା ଦେଖିବାକୁ ମିଳିଥିଲା। ସେ ନିଜ 'ପୁଷ୍ପା' ଅବତାର ଦେଖାଇଥିଲେ । ଯାହାର ଭିଡିଓକୁ ଏବେ ଟିମ୍‌ ସେୟାର କରିଛି।

ଭିଡିଓରେ ଡେଲ୍‌ ଷ୍ଟେନ୍‌ ସାଉଥ ଫିଲ୍ମ 'ପୁଷ୍ପା'ର ଫେମସ୍‌ ଡ୍ୟାନ୍ସ ଷ୍ଟେପ୍‌ କରୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭଳି ନିଜ ହାତକୁ ମୁହଁରେ ବୁଲାଉଥିବା ନଜର ଆସିଛନ୍ତି। ଭିଡିଓରେ ଡେଲ୍ ଷ୍ଟେନ୍ ସମେତ ଅଧିନାୟକ କେନ୍ ଓ୍ୱିଲମସନ୍ ଓ ଅନ୍ୟ ଖେଳାଳି ମଧ୍ୟ ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ୨୯ ତାରିଖରେ ସନରାଇଜର୍ସ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍‌ରେ ଦଳ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଚଳିତ ଥର ଡେଲ୍‌ ଷ୍ଟେନ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌ର ବୋଲିଂ କୋଚ୍‌ ବନିଛନ୍ତି। ଡେଲ୍ ଷ୍ଟେନ୍ ମଧ୍ୟ ଆଇପିଏଲରେ ନିଜର ଜଲଓ୍ୱା ଦେଖାଇ ସାରିଛନ୍ତି। ସେ ଆଇପିଏଲ୍‌ ଇତିହାସରେ ୯୫ଟି ମ୍ୟାଚ୍ ଖେଳି ୯୭ ଓ୍ୱିକେଟ୍ ନେଇଛନ୍ତି। ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ ଓ ଡେକାନ ଚାର୍ଜର୍ସ ପାଇଁ ଖେଳି ସାରିଛନ୍ତି।

https://twitter.com/SunRisers/status/1505161184357494867?s=20&t=aALTowPQhDveluLZMa0FPQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story