କେନ ୱିଲିୟମସନଙ୍କୁ କରୋନା, ୨ୟ ଟେଷ୍ଟରୁ ଆଉଟ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ତର ଅଧିନାୟକ କେନ ୱିଲିୟମସନ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୱିଲିୟମସନ କରୋନାରେ ଆକ୍ରାନ୍ତ ହେବା ନ୍ୟୁଜିଲ୍ୟାଣ୍ଡକୁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିଥିଲା। ତେଣୁ ନଟ୍ଟିଂହାମ ଟେଷ୍ଟ ବ୍ଲାକକ୍ୟାପ୍ସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏପରି ସ୍ଥିତିରେ ୱିଲିୟମସନ ଦଳରୁ ବାଦ ପଡ଼ିବା ନ୍ୟୁଜିଲ୍ୟାଣ୍ଡର ଚିନ୍ତା ବଢ଼ାଇ ଦେଇଛି। ୱିଲିୟମସନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା […]

kane

kane

Hemant Lenka
  • Published: Friday, 10 June 2022
  • Updated: 10 June 2022, 04:39 PM IST

Sports

Latest News

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ତର ଅଧିନାୟକ କେନ ୱିଲିୟମସନ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୱିଲିୟମସନ କରୋନାରେ ଆକ୍ରାନ୍ତ ହେବା ନ୍ୟୁଜିଲ୍ୟାଣ୍ଡକୁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ନ୍ୟୁଜିଲ୍ୟାଣ୍ଡ ତା'ର ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିଥିଲା।

ତେଣୁ ନଟ୍ଟିଂହାମ ଟେଷ୍ଟ ବ୍ଲାକକ୍ୟାପ୍ସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏପରି ସ୍ଥିତିରେ ୱିଲିୟମସନ ଦଳରୁ ବାଦ ପଡ଼ିବା ନ୍ୟୁଜିଲ୍ୟାଣ୍ଡର ଚିନ୍ତା ବଢ଼ାଇ ଦେଇଛି। ୱିଲିୟମସନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ବେଳେ ବାକି ସବୁ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ୱିଲିୟମସନ କୋରନାରେ ଆକ୍ରାନ୍ତ ହୋଇଥିବାରୁ ସେ ୫ ଦିନ ଆଇସେଲେସନରେ ରହିବେ।

ତାଙ୍କ ଅନୁପସ୍ଥିତିରେ ଟମ ଲାଥମ ଦଳର ନେତୃତ୍ୱ ନେବେ। ସେହିପରି ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡରେ ହାମିଶ ରଥରଫୋର୍ଡଙ୍କୁ ସାମିଲ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୱିଲିୟମସନଙ୍କ ଶରୀରରେ ସ୍ୱଳ୍ପରୁ ମଧ୍ୟମଧରଣର ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା।

ଏହି ସମୟରେ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ନିଶ୍ଚିତ କରିବା ପାଇ ତାଙ୍କର ଆରଟି ପିସିଆର ଟେଷ୍ଟ ମଧ୍ୟ କରାଯାଇଥିଲା। ଏହି ଟେଷ୍ଟର ରିପୋର୍ଟ ପଜିଟିଭ ଆସିଛି। ଏହାପର୍ବୂରୁ ୱାର୍ଣ୍ଣଅପ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ଟିମର ୩ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଠାରୁ ହିଁ ନ୍ୟୁଜିଲ୍ୟାଣ୍ତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଇଂଲଣ୍ତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story