ଘାଣ୍ଟିଲେ ହସରଙ୍ଗା ଓ ହର୍ଷଲ, କୋଲକାତା ୧୨୮ରେ ସଫା

ମୁମ୍ବାଇ: କୋଲକାତା ନାଇଡ ରାଇଡର୍ସ ବିପକ୍ଷରେ ଚମକିଛନ୍ତି ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା। ତାଙ୍କ ସହ ତାଳ ଦେଇ କମାଲ କରିଛନ୍ତି ଭାରତର ହର୍ଷଲ ପଟେଲ। ଉଭୟଙ୍କ ଘାତକ ବୋଲିଂ ଯୋଗୁ କୋଲକାତାକୁ ୧୮.୫ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲଆଉଟ କରିଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଫଳରେ ଦଳକୁ ଜିତିବା ପାଇଁ ୧୨୯ ରନ୍‌ର ଟାର୍ଗେଟ ମିଳିଛି। ହସରଙ୍ଗା ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେ ମାତ୍ର ୧୧ ରନ୍‌ରେ ୨ଟି ସଫଳତା ପାଇଛନ୍ତି। […]

RCB

RCB

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 09:19 PM IST

Sports

Latest News

ମୁମ୍ବାଇ: କୋଲକାତା ନାଇଡ ରାଇଡର୍ସ ବିପକ୍ଷରେ ଚମକିଛନ୍ତି ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା। ତାଙ୍କ ସହ ତାଳ ଦେଇ କମାଲ କରିଛନ୍ତି ଭାରତର ହର୍ଷଲ ପଟେଲ। ଉଭୟଙ୍କ ଘାତକ ବୋଲିଂ ଯୋଗୁ କୋଲକାତାକୁ ୧୮.୫ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲଆଉଟ କରିଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଫଳରେ ଦଳକୁ ଜିତିବା ପାଇଁ ୧୨୯ ରନ୍‌ର ଟାର୍ଗେଟ ମିଳିଛି।

ହସରଙ୍ଗା ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେ ମାତ୍ର ୧୧ ରନ୍‌ରେ ୨ଟି ସଫଳତା ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହର୍ଷଲ ନିଜର ପ୍ରଥମ ୨ ଓଭର୍‌ରେ କୌଣସି ରନ୍‌ ନ ଦେଇ ୨ଟି ୱିକେଟ ହାସଲ କରିଥିଲେ। ସମ୍ଭବତଃ ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା।

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ୍‌ ଜିତି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ କୋଲକାତାର ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ବେଶ ସତର୍କତାର ସହ ଖେଳିଥିଲେ। ତେବେ ଆକାଶ ଦୀପ ୧୦ ରନ୍‌ କରିଥିବା ଆୟରଙ୍କୁ ଆଉଟ କରି ଆରସିବିକୁ ୪ର୍ଥ ଓଭରରେ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କୋଲକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ରାହାଣେ(୯)ଙ୍କୁ ମହମ୍ମଦ ସିରାଜ ଓ ନୀତୀଶ ରାଣା(୧୦)ଙ୍କୁ ଆକାଶ ଦୀପ ଆଉଟ କରି କୋଲକାତାକୁ ଡବଲ ଝଟକା ଦେଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିବା ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଜଲୱା। ହସରଙ୍ଗା ପ୍ରଥମେ ଇନଫର୍ମ ଶ୍ରେୟସ ଆୟର(୧୩)ଙ୍କୁ ଆଉଟ କରିଥିଲେ। ସୁନୀଲ ନାରିନ(୧୨) ତାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତୃତୀୟ ୱିକେଟ ରୂପେ ହସରଙ୍ଗା ଯୁବ ତାରକା ଶେଲଡନ ଜ୍ୟାକସନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

କୋଲକାତା ମଧ୍ୟ ୬୭ ରନ୍‌ରେ ୬ ୱିକେଟ ହରାଇ ସଂଘର୍ଷ ଆରମ୍ଭ କରିଥିଲା। ସାମ ବିଲିଙ୍ଗସ ଓ ଆନ୍ଦ୍ରେ ରସେଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ହର୍ଷଲ ପଟେଲ ଏହା କରିବାକୁ ଦେଇ ନଥିଲେ। ସେ ଦଳୀୟ ସ୍କୋର ୮୩ ଥିବା ବେଳେ ୧୪ ରନ କରିଥିବା ବିଲିଙ୍ଗସଙ୍କ ୱିକେଟ ନେଇଥିଲେ। ପରେ ୧୮ ବଲରେ ୨୫ ରନ୍‌ କରିଥିବା ରସେଲ ମଧ୍ୟ ହର୍ଷଲଙ୍କ ଶିକାର ବନିଥିଲେ।

ଟିମ୍‌ ସାଉଦି(୧)ଙ୍କୁ ଆଉଟ କରି ହସରଙ୍ଗା ମ୍ୟାଚରେ ନିଜର ୪ର୍ଥ ସଫଳତା ହାସଲ କରିଥିଲେ। ସେ ମୋଟ ୪ ଓଭର୍‌ରେ ୨୦ ରନ୍‌ ଦେଇ ୪ ସଫଳତା ପାଇଛନ୍ତି। ଶେଷ ଭାଗରେ ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ କିଛି ଶଟ ଖେଳିବାରୁ କୋଲକାତା ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଆକାଶ ଦୀପ ୧୮ ରନ୍‌ କରିଥିବା ଉମେଶ ଯାଦବଙ୍କୁ ବୋଲ୍ଡ କରି କୋଲକାତା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ବରୁଣ ୧୦ ରନ୍‌ କରି ଅପରାଜିତ ରହିଛନ୍ତି।

ଆରସିବି ପକ୍ଷରୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ ୩ଟି, ହର୍ଷଲ ପଟେଲ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story