ଲିଗ୍‌ ପର୍ଯ୍ୟାୟର ଶେଷ ଲଢ଼େଇରେ ଟସ୍‌ ଜିତିଲା ଲକ୍ଷ୍ନୌ

ମୁମ୍ବାଇ: ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଡିୱାଇ ପାଟିଲରେ ମଧ୍ୟ ଚଳିତ ସିଜିନରେ ଏହା ଶେଷ ମ୍ୟାଚ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ କୋଲକାତା ପ୍ରଥମେ ବୋଲିଂ କରିବ। […]

Toss

Toss

Hemant Lenka
  • Published: Wednesday, 18 May 2022
  • Updated: 18 May 2022, 07:09 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଡିୱାଇ ପାଟିଲରେ ମଧ୍ୟ ଚଳିତ ସିଜିନରେ ଏହା ଶେଷ ମ୍ୟାଚ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ଶ୍ରେୟସ ଆୟରଙ୍କ କୋଲକାତା ପ୍ରଥମେ ବୋଲିଂ କରିବ। ଏହି ମ୍ୟାଚ୍‌ ଜିତିଲେ ଲକ୍ଷ୍ନୌ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବ। ହାରିଲେ ବି ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ ନାହିଁ। କିନ୍ତୁ ଦିଲ୍ଲୀ ଓ ଆରିସିବି ଯଦି ନିଜ ନିଜ ମ୍ୟାଚ୍‌କୁ ବୃହତ୍ତ ବ୍ୟବଧାନରେ ଜିତି ନିଅନ୍ତି, ତା’ହେଲେ ଲକ୍ଷ୍ନୌ ଟପ୍‌ ୪ରୁ ବାଦ ପଡ଼ିଯିବ। ଏବେ ଲକ୍ଷ୍ନୌ ପାଖରେ ୧୬ ପଏଣ୍ଟ ରହିଛି। ତେଣୁ ଆଜିର ମ୍ୟାଚ୍‌ ଜିତିଲେ ଦଳ ଟପ୍‌ ୨ରେ ରହିପାରିବ।

ଅନ୍ୟପକ୍ଷରେ କୋଲକାତା ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ହାରିଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ। ସେହିପରି ଜିତିଲେ ମଧ୍ୟ ଦିଲ୍ଲୀ, ହାଇଦ୍ରାବାଦ ଓ ଆରସିବି ମ୍ୟାଚ୍‌ ଉପରେ ଟିମ୍‌ର ଭାଗ୍ୟ ନିର୍ଭର କରିବ। ଯଦି ଏହି ଦଳ ଗୁଡ଼ିକ ନିଜ ନିଜର ପରବର୍ତ୍ତୀ ମ୍ୟାଚ୍‌ ହାରି ଯାଆନ୍ତି ଓ ଆଜି କୋଲକାତା ବୃହତ ବ୍ୟବଧାନରେ ଲକ୍ଷ୍ନୌକୁ ହରାଇବ, ତା’ହେଲେ ଶ୍ରେୟସ ଆୟାର ଆଣ୍ତ କୋ ଟପ୍‌ ୪ରେ ପ୍ରବେଶ କରିବେ।

ଆଜିର ମ୍ୟାଚ୍‌ରେ କୋଲକାତା ପାଇଁ ବ୍ୟାଟର ଅଭିଜିତ ତୋମାର ଡେବ୍ୟୁ କରୁଛନ୍ତି। ଅଜିଙ୍କ୍ୟ ରାହଣେ ଆହତ ଯୋଗୁ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ଭେଙ୍କଟେଶ ଆୟରଙ୍କ ସହ ଅଭିଜିତ ହିଁ କୋଲକାତା ପାଇଁ ଇନିଂସ ଆରମ୍ଭ କରିବେ। ଅଭିଜିତ ଘରୋଇ କ୍ରିକେଟରେ ରାଜସ୍ଥାନ ପାଇଁ ଓପନ କରିବାର ଅଭିଜ୍ଞତା ରଖିଛନ୍ତି।

ଲକ୍ଷ୍ନୌ ମଧ୍ୟ ଆଜି ମନନ ଭୋରାଙ୍କୁ ସୁଯୋଗ ଦେଇଛି। ସେ ଲକ୍ଷ୍ନୌ ପାଇଁ ଡେବ୍ୟୁ କରୁଛନ୍ତି। ଏହାବାଦ କ୍ରିଷ୍ଣାପ୍ପା ଗୌତମ ଓ ଇଭିନ ଲୁଇସଙ୍କୁ ମଧ୍ୟ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। କୃନାଲ ପାଣ୍ଡ୍ୟା, ଆୟୁଶ ବଦୋନି ଓ ଦୁଷ୍ମନ୍ତ ଚାମିରା ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story