ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମହମ୍ମଦ ହାଫିଜ୍‌ଙ୍କ ଅବସର

ଇସଲାମାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ପାକିସ୍ତାନର ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ୍‌। ତେବେ ସେ କ୍ରିକେଟ୍ ଖେଳିବେ ଜାରି ରଖିବେ। ଟିଟ୍ୱେଣ୍ଟି ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ସେ ଉପଲବ୍ଧ ହେବେ ବୋଲି କହିଛନ୍ତି। ୪୧ ବର୍ଷୀୟ ହାଫିଜ୍ ଦୀର୍ଘ ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ। ୨୦୦୩ ଏପ୍ରିଲ୍‌ ମାସରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେହି ବର୍ଷ ଅଗଷ୍ଟ ମାସରେ ସେ ଟେଷ୍ଟ୍ […]

Hafeez

Hafeez

Jitendra Garnayak
  • Published: Monday, 03 January 2022
  • Updated: 03 January 2022, 02:18 PM IST

Sports

Latest News

ଇସଲାମାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ପାକିସ୍ତାନର ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ୍‌। ତେବେ ସେ କ୍ରିକେଟ୍ ଖେଳିବେ ଜାରି ରଖିବେ। ଟିଟ୍ୱେଣ୍ଟି ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ସେ ଉପଲବ୍ଧ ହେବେ ବୋଲି କହିଛନ୍ତି।

୪୧ ବର୍ଷୀୟ ହାଫିଜ୍ ଦୀର୍ଘ ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ। ୨୦୦୩ ଏପ୍ରିଲ୍‌ ମାସରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେହି ବର୍ଷ ଅଗଷ୍ଟ ମାସରେ ସେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ବାଂଲାଦେଶ ବିରୋଧରେ ସେ ଖେଳିଥିଲେ ପ୍ରଥମ ଟେଷ୍ଟ।

ହାଫିଜ୍ ଶେଷଥର ପାଇଁ ୨୦୧୮ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୧୯ ଜୁଲାଇରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ ଶେଷ ଦିନିକିଆ। ୨୦୨୧ ନଭେମ୍ବରରେ ସେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହା ଟିଟ୍ୱେଣ୍ଟି ମ୍ୟାଚ୍ ଥିଲା। ୨୦୦୬ରେ ଇଂଲଣ୍ଡ ବିରୋଧରେ ସେ ତାଙ୍କର ପ୍ରଥମ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ।

୫୫ଟି ଟେଷ୍ଟ ମ୍ୟାଚ୍ ଖେଳି ହାଫିଜ୍‌ ୩,୬୫୨ ରନ୍ କରିଥିବା ବେଳେ ୫୩ଟି ୱିକେଟ୍ ନେଇଛନ୍ତି। ଟେଷ୍ଟରେ ସେ ୧୦ଟି ଶତକ ଓ ୧୨ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ୨୧୮ଟି ଦିନିକିଆ ମ୍ୟାଚ୍‌ରୁ ସେ ୬,୬୧୪ ରନ୍ କରିଛନ୍ତି। ଏଥିରେ ଅଛି ୧୧ଟି ଶତକ ଓ ୩୮ଟି ଅର୍ଦ୍ଧଶତକ। ଦିନିକିଆରେ ସେ ୧୩୯ଟି ୱିକେଟ୍ ମଧ୍ୟ ନେଇଛନ୍ତି। ହାଫିଜ୍ ୧୧୫ଟି ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥରୁ ୨,୪୪୦ ରନ୍ (୧୪ଟି ଅର୍ଦ୍ଧଶତକ) କରିଛନ୍ତି। ଏହି ଫର୍ମାଟ୍‌ରେ ସେ ୬୧ ୱିକେଟ୍ ନେଇଛନ୍ତି।

ହାଫିଜ୍‌ ୨୦୧୮ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ୨୦୧୯ ବିଶ୍ୱକପ୍‌ ପରେ ତାଙ୍କୁ ଆଉ ଦିନିକିଆ ଦଳରେ ସୁଯୋଗ ମିଳୁ ନଥିଲା। ପୂର୍ବରୁ ୨୦୨୦ ଟିଟ୍ୱେଣ୍ଟି ବିଶ୍ୱକପ୍‌ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସେ ଘୋଷଣା କରିଥିଲେ। ତେବେ କୋଭିଡ୍ ଯୋଗୁ ତାହା ଘୁଞ୍ଚି ଯିବାରୁ ସେ ଟିମ୍ ସହିତ ରହିଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ ୨୯ଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟିରେ ବିଜୟ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story