ଏସିଆର ପ୍ରଥମ ୱିକେଟ କିପର ଭାବେ ଏହି ରେକର୍ଡର ଅଧିକାରୀ ହେଲେ ପନ୍ତ

ଲଣ୍ଡନ: ଟି-୨୦ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ମଧ୍ୟ କବଜା କରିଛି ଟିମ ଇଣ୍ଡିଆ। ଦିନିକିଆ ସିରିଜ୍‌ର ନିଣ୍ଣାୟକ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ଓ ଅଲରାଉରଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି। ପନ୍ତ ଶେଷ ଯାଏ ୧୨୫ ରନ୍‌ କରି ଅପରାଜିତ ରହିବା ସହ ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ଦିନିକିଆ ସିରିଜ୍‌ର ଶେଷରେ ମ୍ୟାଚ୍‌ରେ ପନ୍ତ ଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ […]

pant

pant

Hemant Lenka
  • Published: Monday, 18 July 2022
  • Updated: 18 July 2022, 11:36 AM IST

Sports

Latest News

ଲଣ୍ଡନ: ଟି-୨୦ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ମଧ୍ୟ କବଜା କରିଛି ଟିମ ଇଣ୍ଡିଆ। ଦିନିକିଆ ସିରିଜ୍‌ର ନିଣ୍ଣାୟକ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ଓ ଅଲରାଉରଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି। ପନ୍ତ ଶେଷ ଯାଏ ୧୨୫ ରନ୍‌ କରି ଅପରାଜିତ ରହିବା ସହ ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି।

ଦିନିକିଆ ସିରିଜ୍‌ର ଶେଷରେ ମ୍ୟାଚ୍‌ରେ ପନ୍ତ ଶତକ ହାସଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏସିଆ ମହାଦେଶର ପ୍ରଥମ ୱିକେଟର ଯିଏ ଇଂଲଣ୍ଡ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ରବିବାର ସେ ଦିନିକିଆରେ ମଧ୍ୟ ଶତକ ହାସଲ କରିଛନ୍ତି।

ଏହା ପନ୍ତଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ। ଏହି ଶତକ ବଳରେ ଇଂଲଣ୍ଡ ଦେଇଥିବା ୨୬୦ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ବେଶ ସହଜରରେ ହାସଲ କରି ନେଇଛନ୍ତି। ପନ୍ତ ଓ ପାଣ୍ଡ୍ୟା(୭୧) ୫ମ ୱିକେଟ ପାଇଁ ୧୩୩ ରନ୍‌ର ଭାଗିଦାରୀ କରି ଇଂଲଣ୍ଡ ହାତକୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି। ଟିମ ଇଣ୍ଡିଆ ୭୨ ରନରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ସେହିଠାରୁ ହିଁ ପାଣ୍ଡ୍ୟା ଓ ପନ୍ତ ସ୍ଥିତି ସମ୍ଭାଳିଥିଲେ। ପାଣ୍ଡ୍ୟା ୭୧ ରନରେ ଆଉଟ ହୋଇଥିଲେ ମଧ୍ୟ ପନ୍ତ ଶେଷ ଯାଏ ଅପରାଜିତ ରହିଥିଲେ।

୧୧୩ ବଲରେ ଅପରାଜିତ ୧୨୫ କରିଥିବା ପନ୍ତ ୧୬ଟି ଚୌକା ୨ଟି ଛକା ମାରିଛନ୍ତି। ସେ ତୃତୀୟ ଭାରତୀୟ ୱିକେଟ କିପର ଯିଏ ଏସିଆ ବାହାରେ ଖେଳା ଯାଉଥିବା ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ୧୯୯୯ରେ ଓ କେଏଲ ରାହୁଲ ୨୦୨୦ରେ ଏସିଆ ବାହାରେ ଶତକ ହାସଲ କରିଥିଲେ। ଏବେ ପନ୍ତ ଇଂଲଣ୍ଡର ମାଞ୍ଚେଷ୍ଟରରେ ଶତକ ହାସଲ କରି ଏହି ତାଲିକାରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story