ବିରାଟଙ୍କ ଲଜ୍ଜାଜନକ ରେକର୍ଡ କ୍ଲବରେ ପନ୍ତ, ଆଉ ଏକ ସଂଯୋଗ ବିଷୟରେ ବି ଜାଣନ୍ତୁ

ନୂଆଦିଲ୍ଲୀ: ବଡ଼ ସ୍କୋର କରି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ହାରି ଯାଇଛି ଟିମ୍‌ ଇଣ୍ଡିଆ। ଋଷଭ ପନ୍ତ ପ୍ରଥମଥର ପାଇଁ କୌଣସି ଟି-୨୦ ମ୍ୟାଚ୍‌ରେ ଭାରତ କମାଣ ସମ୍ଭାଳିଥିଲେ। ହେଲେ ତାଙ୍କୁ ପରାଜୟରୁ ହିଁ ନିଜ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିବାକୁ ପଡ଼ିଛି। ଏହି ପରାଜୟ ସହ ପନ୍ତ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲଜ୍ଜାଜନକ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ସେହିପରି ବିରାଟଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ଯିଏ ନିଜର […]

Pant

Pant

Hemant Lenka
  • Published: Friday, 10 June 2022
  • Updated: 10 June 2022, 10:52 AM IST

Sports

Latest News

ନୂଆଦିଲ୍ଲୀ: ବଡ଼ ସ୍କୋର କରି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ହାରି ଯାଇଛି ଟିମ୍‌ ଇଣ୍ଡିଆ। ଋଷଭ ପନ୍ତ ପ୍ରଥମଥର ପାଇଁ କୌଣସି ଟି-୨୦ ମ୍ୟାଚ୍‌ରେ ଭାରତ କମାଣ ସମ୍ଭାଳିଥିଲେ। ହେଲେ ତାଙ୍କୁ ପରାଜୟରୁ ହିଁ ନିଜ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିବାକୁ ପଡ଼ିଛି। ଏହି ପରାଜୟ ସହ ପନ୍ତ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲଜ୍ଜାଜନକ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ସେହିପରି ବିରାଟଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ଯିଏ ନିଜର ପ୍ରଥମ କ୍ୟାପ୍ଟେନ୍ସି ମ୍ୟାଚ୍‌ରେ ହାରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି। ଏଥିପାଇଁ କେଏଲ ରାହୁଲଙ୍କୁ ଏହି ସିରିଜ ପାଇଁ ଅଧିନାୟକ ଓ ପନ୍ତଙ୍କୁ ଉପ ଅଧିନାୟକ କରାଯାଇଥିଲା। ହେଲେ ପ୍ରଥମ ଟି-୨୦ ପୂର୍ବରୁ ଆହତ ଯୋଗୁ ରାହୁଲ ପୂରା ସିରିଜରୁ ବାଦ ପଡ଼ିଥିଲେ। ଏଥିପାଇଁ ପନ୍ତଙ୍କୁ କ୍ୟାପ୍ଟେନ୍ସି ପଦ ମିଳିଥିଲା। ସେ ଭାରତୀୟ ଟି-୨୦ ଟିମ୍‌ର ୮ମ ଅଧିନାୟକ ହେବାର ରେକର୍ଡ କରିଥିଲେ। ସେହିପରି ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଭାରତର ନେତୃତ୍ୱ ନେବାର ଗୌରବ ହାସଲ କରିଥିଲେ।

ହେଲେ ତାଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ଆଦୌ ଶୁଭଙ୍କର ରହିନି। ଦିଲ୍ଲୀରେ ଖେଳା ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ହାରିଛି। ବିରାଟ କୋହଲି ୨୦୧୭ରେ ଇଂଲଣ୍ଡ ବିପକ୍ଷ ଟି-୨୦ରେ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ନେଇଥିଲେ। ବିରାଟଙ୍କ ପ୍ରଥମ କ୍ୟାପ୍ଟେନ୍ସିରେ ଭାରତକୁ ଇଂଲଣ୍ଡ ଠାରୁ ୭ ୱିକେଟରେ ହାରିବାକୁ ପଡ଼ିଥିଲା।

ଏହି ମ୍ୟାଚ୍‌ରେ ବିରାଟ ୨୯ ରନ କରିଥିଲେ। ପନ୍ତ ବି ନିଜ କ୍ୟାପ୍ଟେନ୍ସିର ପ୍ରଥମ ମ୍ୟାଚ୍‌ରେ ୨୯ ରନ୍‌ର ଇନିଂସ ଖେଳିଥିଲେ। ଭାରତ ମଧ୍ୟ ଏହି ମ୍ୟାଚକୁ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ପନ୍ତ ଓ ବିରାଟ ସମାନ ରନ କରିବା ଓ ଟିମ୍‌ ଇଣ୍ଡିଆ ସମାନ ୭ ୱିକେଟରେ ହାରିବା କେବଳ ଏକ ସଂଯୋଗ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। ଆଉ କିଛି କହିଛନ୍ତି ଯେ ପନ୍ତ ମଧ୍ୟ ବିରାଟ କୋହଲିଙ୍କ ଭଳି ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଉଭା ହେବେ।

ଅନ୍ୟପକ୍ଷରେ ଭାରତୀୟ ଟିମ ପ୍ରଥମଥର ପାଇଁ କୌଣସି ଟି-୨୦ ମ୍ୟାଚ୍‌ରେ ୨୦୦ରୁ ଅଧି ରନ୍‌ କରି ହାରିଛି। ଗୁରୁବାର ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆ ୧୧ଟି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ୨୦୦ରୁ ଅଧିକ ରନ କରିଥିଲା। ଖାଲି ସେତିକି ନୁହେଁ, ୧୧ଟି ଯାକ ମ୍ୟାଚ୍‌ ମଧ୍ୟ ଜିତିଥିଲା। ହେଲେ ଗୁରୁବାର ଇତିହାସ ବଦଳି ଯାଇଛି।

ଭାରତ ଗୁରୁବାର ପୂର୍ବରୁ କ୍ରମାଗତ ୧୨ଟି ଟି-୨୦ ମ୍ୟାଚ୍‌ ଜିତିଥିଲା। କାଲିର ମ୍ୟାଚ୍‌ ଜିତିଥିଲେ ଭାରତ ନାଁରେ ବିଶ୍ୱ ରେକର୍ଡ ଯୋଡ଼ି ହୋଇଥାଆନ୍ତା। କିନ୍ତୁ ଦଳର ବିଜୟ ରଥକୁ ଦକ୍ଷିଣ ଆଫ୍ରିକା ଅଟକାଇବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story