ଟସ୍ ଜିତିଲା ରୟାଲ୍ସ, ଫେରିଲେ ଜୈସୱାଲ୍ ଓ ଉନାଦକଟ୍

ମୁମ୍ବାଇ: ଚଳିତ ଆଇପିଏଲର ୧୮ଶ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଉଭୟ ଟିମରେ ପରିବର୍ତ୍ତନ କରାଯାଇଛି। ରାଜସ୍ଥାନ ରୟାଲ୍ସର ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଲଗାତର ଖରାପ ପ୍ରଦର୍ଶନ କରିଥିବା ଓପ୍ନର ମନନ୍ ବୋହରା ବାଦ୍ ପଡ଼ିଥିବା […]

IPL-match-18

IPL-match-18

Ranjit Kumar Jena
  • Published: Saturday, 24 April 2021
  • Updated: 24 April 2021, 07:14 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲର ୧୮ଶ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଉକ୍ତ ମ୍ୟାଚରେ ଉଭୟ ଟିମରେ ପରିବର୍ତ୍ତନ କରାଯାଇଛି। ରାଜସ୍ଥାନ ରୟାଲ୍ସର ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଲଗାତର ଖରାପ ପ୍ରଦର୍ଶନ କରିଥିବା ଓପ୍ନର ମନନ୍ ବୋହରା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯଶସ୍ୱୀ ଜୈସୱାଲଙ୍କୁ ସୁଯୋଗ ମିଳିଛି। ସେହିପରି ଶ୍ରେୟସ ଗୋପାଳଙ୍କ ସ୍ଥାନରେ ଜୟଦେବ ଉନାଦକଟ୍ ଟିମକୁ ଫେରିଛନ୍ତି। ସେହିପରି କେକେଆର୍ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। କମଲେଶ୍ ନାଗରକୋଟିଙ୍କ ସ୍ଥାନରେ ଶିବମ୍ ମାଭିଙ୍କୁ ସାମିଲ୍ କରାଯାଇଛି।

https://twitter.com/IPL/status/1385951356708474880?s=20

ସୂଚନାଯୋଗ୍ୟ, ଉଭୟ ଟିମ୍ ସେମାନଙ୍କର ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ। ରାଜସ୍ଥାନ ରୟାଲ୍ସ ତା’ର ଶେଷ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ୧୦ ୱିକେଟରେ ହାରିଥିବା ବେଳେ କେକେଆର୍ ୭ ୱିକେଟରେ ଚେନ୍ନାଇ ସୁପର୍ କିଙ୍ଗସଠାରୁ ପରାସ୍ତ ହୋଇଥିଲେ।

ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ମନନ୍ ବୋହରା, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଡେଭିଡ୍ ମିଲର୍, ଶିବମ୍ ଦୁବେ, ରିୟାନ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଜୟଦେବ ଉନାଦକଟ୍, ଚେତନ ସାକାରିୟା, ମୁସ୍ତାଫିଜୁର ରେହମାନ୍।

କେକେଆର୍: ନୀତୀଶ ରାଣା, ଶୁବମନ୍ ଗିଲ୍, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ସୁନୀଲ ନରିନ୍, ଆନ୍ଦ୍ରେ ରସେଲ୍, ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଶିବମ୍ ମାଭି, ପ୍ରସିଦ୍ଧ କୃଷ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story