ଦିନିକିଆ ସିରିଜ୍ ଖେଳିବେନି ରୋହିତ୍ ଓ ପନ୍ତ!

ନୂଆଦିଲ୍ଲୀ: ଟେଷ୍ଟ ଓ ଟି-୨୦ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ତେବେ ଦିନିକିଆ ସିରିଜରେ ଭାରତର କିଛି ଷ୍ଟାର ଖେଳାଳିଙ୍କୁ ଦେଖିବାକୁ ମିଳିନପାରେ। ବିଶେଷକରି ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରିଥିବା ଓପ୍ନର ରୋହିତ୍ ଶର୍ମା ଓ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦିନିକିଆ ସିରିଜ୍ ଖେଳିନପାରନ୍ତି। ଦୁହିଁଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦେବା ନେଇ ବିସିସିଆଇ ଯୋଜନା କରୁଛି। ଏହି ଦୁହିଁଙ୍କ ବ୍ୟତୀତ ୱାଶିଂଟନ୍ ସୁନ୍ଦରଙ୍କୁ […]

rohit and pant

rohit and pant

Ranjit Kumar Jena
  • Published: Monday, 01 March 2021
  • Updated: 01 March 2021, 05:52 PM IST

Sports

Latest News

ନୂଆଦିଲ୍ଲୀ: ଟେଷ୍ଟ ଓ ଟି-୨୦ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ତେବେ ଦିନିକିଆ ସିରିଜରେ ଭାରତର କିଛି ଷ୍ଟାର ଖେଳାଳିଙ୍କୁ ଦେଖିବାକୁ ମିଳିନପାରେ। ବିଶେଷକରି ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରିଥିବା ଓପ୍ନର ରୋହିତ୍ ଶର୍ମା ଓ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦିନିକିଆ ସିରିଜ୍ ଖେଳିନପାରନ୍ତି। ଦୁହିଁଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦେବା ନେଇ ବିସିସିଆଇ ଯୋଜନା କରୁଛି। ଏହି ଦୁହିଁଙ୍କ ବ୍ୟତୀତ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇପାରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ। ଏହିସବୁ ଯାକ ମ୍ୟାଚ୍ ପୁଣେରେ ଖେଳାଯିବ।

ଏହି ତିନି ଖେଳାଳି ଗତବର୍ଷ ଆଇପିଏଲ୍ ପରଠାରୁ ଲଗାତର ଖେଳିଆସୁଛନ୍ତି। ତେବେ ରୋହିତ୍ ଆଇପିଏଲ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ, ଟି-୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିନଥିଲେ। କିନ୍ତୁ ପନ୍ତ ଓ ସୁନ୍ଦର ନିୟମିତ ଖେଳିଆସୁଛନ୍ତି। ଏହାଛଡ଼ା ଟେଷ୍ଟ ସିରିଜ୍ ପରେ ଏମାନେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳିବେ। ଦିନିକିଆ ସିରିଜ୍ ପରେ ଭାରତୀୟ ଖେଳାଳିମାନେ ସିଧା ଆଇପିଏଲ୍ ଖେଳିବେ। ତେଣୁ ଏହା ପୂର୍ବରୁ ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ବିସିସିଆଇ ଚାହୁଁଛି।

ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଛି। ବୁମ୍ରାଙ୍କୁ ମଧ୍ୟ ଟି-୨୦ ସିରିଜରୁ ବିଶ୍ରାମ ମିଳିଛି। ତେବେ ବୁମ୍ରାଙ୍କୁ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇପାରେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ସିରିଜର ଶେଷ ଟେଷ୍ଟ ଆସନ୍ତା ୪ ତାରିଖରୁ ଅହମ୍ମଦାବାଦରେ ଆରମ୍ଭ ହେବ। ଏହା ପରେ ଟି-୨୦ ସିରିଜ୍ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story