କ୍ୟାପ୍ଟେନଶିପରେ ରୋହିତଙ୍କ ରେକର୍ଡ, ୬ ବର୍ଷ ପରେ ୧ନଂ ସ୍ଥାନକୁ ଫେରିଲା ଭାରତ

ନୂଆଦିଲ୍ଲୀ: ଦିନିକିଆ ଭଳି ଟି-୨୦ ସିରିଜ୍‌ରେ ମଧ୍ୟ ଭ୍ରମରଣକାରୀ ୱେଷ୍ଟଇଣ୍ଡିଜ ଉପରେ ଟିମ୍‌ ଇଣ୍ଡିଆର ତା’ର ଦବଦବା ଦେଖାଇଛି। ତୃତୀୟ ତଥା ଅନ୍ତିମ ଟି-୨୦କୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୭ ରନ୍‌ରେ ଜିତିବା ପରେ ସିରିଜ୍‌କୁ ୩-୦ରେ କ୍ଲିନ ସୁଇପ କରିଛି। ଏହାପୂର୍ବରୁ ଦିନିକିଆ ସିରିଜକୁ ମଧ୍ୟ ରୋହିତ ବାହିନୀ ୩-୦ରେ ମୂଳପୋଛ କରିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ କ୍ଲିନ ସୁଇପ ପରେ ଭାରତ ଆଇସିସି ଟିମ୍‌ ରାଙ୍କିଙ୍ଗରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। […]

Team-India

Team-India

Hemant Lenka
  • Published: Monday, 21 February 2022
  • Updated: 21 February 2022, 10:20 AM IST

Sports

Latest News

ନୂଆଦିଲ୍ଲୀ: ଦିନିକିଆ ଭଳି ଟି-୨୦ ସିରିଜ୍‌ରେ ମଧ୍ୟ ଭ୍ରମରଣକାରୀ ୱେଷ୍ଟଇଣ୍ଡିଜ ଉପରେ ଟିମ୍‌ ଇଣ୍ଡିଆର ତା’ର ଦବଦବା ଦେଖାଇଛି। ତୃତୀୟ ତଥା ଅନ୍ତିମ ଟି-୨୦କୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୭ ରନ୍‌ରେ ଜିତିବା ପରେ ସିରିଜ୍‌କୁ ୩-୦ରେ କ୍ଲିନ ସୁଇପ କରିଛି। ଏହାପୂର୍ବରୁ ଦିନିକିଆ ସିରିଜକୁ ମଧ୍ୟ ରୋହିତ ବାହିନୀ ୩-୦ରେ ମୂଳପୋଛ କରିଥିଲା।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ କ୍ଲିନ ସୁଇପ ପରେ ଭାରତ ଆଇସିସି ଟିମ୍‌ ରାଙ୍କିଙ୍ଗରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଶେଷ ଟି-୨୦ ପୂର୍ବରୁ ଭାରତ ୧ନଂ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ଥିଲା। ଇଂଲଣ୍ଡ ପାଖରେ ୨୬୯ ପଏଣ୍ଟ ଥିବା ବେଳେ ଭାରତ ୨୬୮ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ରାତିରେ ଭାରତ ଜିତିଥିବାରୁ ୧ନଂ ସ୍ଥାନ ଦଖଲ କରି ନେଇଛି। ଆଜି ଆଇସିସି ମଧ୍ୟାହ୍ନ ସମୟରେ ଏନେଇ ତାଲିକା ଜାରି କରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୬ ବର୍ଷ ପରେ ଭାରତ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଭାରତ ଶେଷଥର ପାଇଁ ୨୦୧୬ ଫେବୃଆରୀ ୧୨ରୁ ୨୦୧୬ ମେ’ ୩ ଯାଏ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଭାରତର ଅଧିନାୟକ ଥିଲେ। ଏବେ ରୋହିତଙ୍କ କ୍ୟାପ୍ଟେନଶିପରେ ଭାରତ ୧ନଂ ସ୍ଥାନକୁ ଫେରିବାକୁ ସକ୍ଷମ ହୋଇଛି।

ଭାରତ କେବଳ ସିରିଜ୍‌ କ୍ଲିନ ସୁଇପ କିମ୍ବା ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିନି, ବରଂ ରୋହିତ ଶର୍ମା ମଧ୍ୟ କ୍ୟାପ୍ଟେନଶିପରେ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୩ କିମ୍ବା ତା’ଠାରୁ ଅଧିକ ଟି-୨୦ ସିରିଜକୁ ମୂଳପୋଛ କରିବାରେ ସକ୍ଷମ ହୋଇଛନ୍ତି। ରୋହିତଙ୍କ କ୍ୟାପ୍ଟେନଶିପରେ ଟିମ ଇଣ୍ଡିଆ ପ୍ରଥମେ ୨୦୧୭ରେ ଶ୍ରୀଲଙ୍କା, ୨୦୧୮ରେ ୱେଷ୍ଟଇଣ୍ଡିଜ, ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ଓ ୨୦୨୨ରେ ପୁଣିଥରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ୍‌ କ୍ଲିନ ସୁଇପ କରିଛି। ସେ ପାକିସ୍ତାନର ସର୍ଫରାଜ ଅହମଦ(୫) ଓ ଆଫଗାନିସ୍ତାର ଅଶଗର ଆଫଗାନ(୪)ଙ୍କ ପରେ ତୃତୀୟ କ୍ୟାପ୍ଟେନ ଭାବେ ଏପରି କ୍ଲିନ ସୁଇପର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ମ୍ୟାଚ୍ କଥା ବିଚାରକୁ ନେଲେ ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲା। ସୂର୍ଯ୍ୟ କୁମାର ଯାଦବ ଓ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୪ ରନ୍‌ କରିପାରିଥିଲା। ସୂର୍ଯ୍ୟ କୁମାର ୩୧ ବଲରେ ୬୫ ଓ ଆୟର ୧୯ ବଲରେ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ।

୧୮୫ ରନର ଟାର୍ଗେଟ ପିଛା କରୁଥିବା ଇଣ୍ଡିଜ ଟିମ୍ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟ ଭାଗରେ ନିକୋଲ୍ସ ପୁରନ ୬୧ ଓ ରୋଭମାନ ପାୱେଲ ୨୫ କିଛି ମାତ୍ରାରେ ଲଢ଼େଇ କରିଥିଲେ। ସେହିପରି ଶେଷ ଭାଗରେ ରୋମାରିଓ ଶେଫେର୍ଡ ମଧ୍ୟ ୨୫ ରନ୍‌ର ଇନିଂସ ଖେଳିଥିଲେ। ହେଲେ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା। ଶେଷରେ ଦଳ ଭାରତର ସ୍କୋର ଠାରୁ ୧୭ ରନ୍‌ ଦୂରରେ ରହି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story