ବିରାଟଙ୍କ ସପକ୍ଷରେ ବାହାରିଲେ ସେହୱାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଏଲିମିନେଟର ରାଉଣ୍ଡରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଏଚ୍‌) ଠାରୁ ପରାଜିତ ହେବା ପରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ ବିରାଟ କୋହଲିଙ୍କୁ କେହି କେହି ସମାଲୋଚନା କରୁଛନ୍ତି। ତାଙ୍କୁ ଆର୍‌ସିବିର ଅଧିନାୟକ ପଦରୁ ହଟାଇବା ପାଇଁ କୁହାଯାଉଛି। ଭାରତୀୟ ଟିମ୍‌ର ପୂର୍ବତନ ଖେଳାଳି ଓ ତଥା କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ରହି ଦଳକୁ ଦୁଇ ଥର ଚାମ୍ପିଅନ୍ କରାଇଥିବା ଗୌତମ ଗମ୍ଭୀର ମଧ୍ୟ ବିରାଟ ଆର୍‌ସିବିର ଅଧିନାୟକ ପଦ ବଜାୟ ରଖିବା […]

shehwag

shehwag

Jitendra Garnayak
  • Published: Sunday, 08 November 2020
  • Updated: 08 November 2020, 05:50 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଏଲିମିନେଟର ରାଉଣ୍ଡରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଏଚ୍‌) ଠାରୁ ପରାଜିତ ହେବା ପରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ ବିରାଟ କୋହଲିଙ୍କୁ କେହି କେହି ସମାଲୋଚନା କରୁଛନ୍ତି। ତାଙ୍କୁ ଆର୍‌ସିବିର ଅଧିନାୟକ ପଦରୁ ହଟାଇବା ପାଇଁ କୁହାଯାଉଛି।

ଭାରତୀୟ ଟିମ୍‌ର ପୂର୍ବତନ ଖେଳାଳି ଓ ତଥା କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ରହି ଦଳକୁ ଦୁଇ ଥର ଚାମ୍ପିଅନ୍ କରାଇଥିବା ଗୌତମ ଗମ୍ଭୀର ମଧ୍ୟ ବିରାଟ ଆର୍‌ସିବିର ଅଧିନାୟକ ପଦ ବଜାୟ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି। କାରଣ ସେ ୮ଟି ସିଜିନ୍ ହେଲାଣି ଆର୍‌ସିବିର ଅଧିନାୟକ ରହିଥିଲେ ହେଁ ଥରେ ହେଲେ ଦଳକୁ ଚାମ୍ପିଅନ କରାଇପାରି ନାହାନ୍ତି।

ଅନ୍ୟପକ୍ଷରେ ଗମ୍ଭୀରଙ୍କ ମତ ସହିତ ଏକମତ ହୋଇ ନାହାନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହୱାଗ। ସେ କହିଛନ୍ତି ଯେ କେବଳ ଅଧିନାୟକ ଭଲ ହେଲେ ଚଳିବ ନାହିଁ। ଦଳ ମଧ୍ୟ ଭଲ ହେବା ଦରକାର। ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ସେ ମ୍ୟାଚ୍ ଜିତିବାରେ ସଫଳ ହେଉଛନ୍ତି। କିନ୍ତୁ ଆର୍‌ସିବିର ଅଧିନାୟକ ଭାବେ ଆଇପିଏଲ୍‌ରେ ତାଙ୍କୁ ସେହି ସଫଳତା ମିଳିନାହିଁ। ତେଣୁ ଅଧିନାୟକଙ୍କୁ ପରିବର୍ତ୍ତନ କରିବା ବଦଳରେ ଟିମ୍ ମ୍ୟାନେଜ୍‌ମେଣ୍ଟ ଭଲ ଖେଳାଳିଙ୍କୁ ନେବା ଉଚିତ୍ ଓ ସେମାନେ ଯେମିତି ଭଲ ଖେଳିବେ, ତାହା ନିଶ୍ଚିତ କରିବା ଉଚିତ୍।

ସେହୱାଗ ଆହୁରି କହିଛନ୍ତି, ଜଣେ ଅଧିନାୟକ ପାଇଁ ଏକ ଭଲ ଟିମ୍ ବହୁତ ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story