ଚେନ୍ନାଇ ସ୍କ୍ୱାଡ୍‌ରେ ଜୁନିୟର ମାଲିଙ୍ଗା

ମୁମ୍ବାଇ: ଆଇପିଏଲ ଅଧାରୁ ଚେନ୍ନାଇ ସୁପର କିଙ୍ଗସ୍‌ର ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମତୀଶା ପତିରାନା। ସେ ଜୁନିୟର ମାଲିଙ୍ଗା ଭାବେ ପରିଚିତ। କାରଣ ଭେଟରାନ କ୍ରିକେଟର ଲସିତ ମାଲିଙ୍ଗାଙ୍କ ଭଳି ସେ ଅଣ୍ଡର ୧୯ ବିଶ୍ୱକପରେ ବୋଲିଂ କରିଥିଲେ। ଏଥିସହ ମାତ୍ର ୧୯ ବର୍ଷ ବୟସରେ ସେ ନିଜର ବୋଲିଂ ଷ୍ଟାଇଲ ଏବଂ ସ୍ପିଡ୍‌ରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ବୋଲିଂ ଆକ୍ସନ ପ୍ରାୟତଃ ମାଲିଙ୍ଗାଙ୍କ ସହ ମେଳ ଖାଉଛି। ତେଣୁ […]

Srilanka

Srilanka

Hemant Lenka
  • Published: Thursday, 21 April 2022
  • Updated: 21 April 2022, 03:25 PM IST

Sports

Latest News

ମୁମ୍ବାଇ: ଆଇପିଏଲ ଅଧାରୁ ଚେନ୍ନାଇ ସୁପର କିଙ୍ଗସ୍‌ର ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମତୀଶା ପତିରାନା। ସେ ଜୁନିୟର ମାଲିଙ୍ଗା ଭାବେ ପରିଚିତ। କାରଣ ଭେଟରାନ କ୍ରିକେଟର ଲସିତ ମାଲିଙ୍ଗାଙ୍କ ଭଳି ସେ ଅଣ୍ଡର ୧୯ ବିଶ୍ୱକପରେ ବୋଲିଂ କରିଥିଲେ। ଏଥିସହ ମାତ୍ର ୧୯ ବର୍ଷ ବୟସରେ ସେ ନିଜର ବୋଲିଂ ଷ୍ଟାଇଲ ଏବଂ ସ୍ପିଡ୍‌ରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ବୋଲିଂ ଆକ୍ସନ ପ୍ରାୟତଃ ମାଲିଙ୍ଗାଙ୍କ ସହ ମେଳ ଖାଉଛି। ତେଣୁ ପତିରାନା ଜୁନିୟର ମାଲିଙ୍ଗା ଭାବେ ପରିଚିତ।

ପୂର୍ବରୁ ଚେନ୍ନାଇ ସ୍କ୍ୱାଡରେ ଥିବା ଆଡମ ମିଲନ ଆହତ ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ମିଲନଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ପତିରାନାଙ୍କୁ ନିଜ ସହ ସାମିଲ କରିଛି। ମାର୍ଚ୍ଚ ୨୬ରେ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚରେ ଖେଳୁଥିବା ମିଲ୍‌ନ ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଥିଲେ। ଲାଗୁଥିଲା ସେ ଠିକ ହୋଇଯିବେ। କିନ୍ତୁ ତାଙ୍କ ସମସ୍ୟା ଅଧିକ ଜଟିଳ ରହିଥିବା ଜଣାପଡ଼ିଛି। ଏହି କାରଣରୁ ସେ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି।

ଚେନ୍ନାଇ ସ୍କ୍ୱାଡରେ ସାମିଲ ହୋଇଥିବା ପତିରାନା ଜଣେ ମିଡିୟ ପ୍ରେସର। ସେ ଶ୍ରୀଲଙ୍କା ପାଇଁ ୨୦୨୦ ଓ ୨୦୨୨ରେ ଅଣ୍ଡର ୧୯ ବିଶ୍ୱକପ ଖେଳିଛନ୍ତି। ତାଙ୍କୁ ଚେନ୍ନାଇ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣିଛି।

ଆଜି ଚେନ୍ନାଇ ତା’ର ୭ମ ମୁକାବିଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ମୁମ୍ବାଇ ଏଯାଏ ୬ଟି ମ୍ୟା ଖେଳିଥିଲେ ମଧ୍ୟ ଗୋଟିଏରେ ବି ଜିତିନି। ସେହିପରି ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚ୍ରୁ କେବଳ ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି। ତେଣୁ ଆଜିର ମୁକାବିଲା ଦୁଇ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story