ପଞ୍ଜାବ ବିପକ୍ଷରେ ଟସ୍‌ ଜିତିଲେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଏକତରଫା ଭାବେ ଚେନ୍ନାଇକୁ ୫୪ ରନ୍‌ରେ ହରାଇଥିଲା। ଲିଆମ ଲିଭିଙ୍ଗ ଷ୍ଟୋନ ଉଭୟ ବ୍ୟାଟ ଓ ବଲରେ କମାଲ କରିଥିଲେ। ତେଣୁ ଚେନ୍ନାଇ ଆଜି ଉକ୍ତ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ଆଜି ମୁମ୍ବାଇର ୱାଙ୍ଖଡେରେ ଦୁଇ ଦଳ ପୁଣି ମୁହାଁମୁହିଁ ହେଉଛନ୍ତି। ଆଇପିଏଲର ୩୮ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ […]

IPL

IPL

Hemant Lenka
  • Published: Monday, 25 April 2022
  • Updated: 25 April 2022, 08:23 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଏକତରଫା ଭାବେ ଚେନ୍ନାଇକୁ ୫୪ ରନ୍‌ରେ ହରାଇଥିଲା। ଲିଆମ ଲିଭିଙ୍ଗ ଷ୍ଟୋନ ଉଭୟ ବ୍ୟାଟ ଓ ବଲରେ କମାଲ କରିଥିଲେ। ତେଣୁ ଚେନ୍ନାଇ ଆଜି ଉକ୍ତ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ଆଜି ମୁମ୍ବାଇର ୱାଙ୍ଖଡେରେ ଦୁଇ ଦଳ ପୁଣି ମୁହାଁମୁହିଁ ହେଉଛନ୍ତି। ଆଇପିଏଲର ୩୮ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମ ମ୍ୟାଚ୍‌ ଭଳି ଆଜି ମଧ୍ୟ ଆଗ ବ୍ୟାଟିଂ କରିବ।

ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଥିଲା ଚେନ୍ନାଇ। ତେଣୁ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ପଞ୍ଜାବ ଲଗାତର ଦୁଇଟି ମ୍ୟାଚ୍‌ ହାରିଥିବାରୁ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ସନ୍ଦୀପ ଶର୍ମା, ରିଷି ଧୱନ ଓ ଭାନୁକା ରାଜପକ୍ଷ ଆଜି ସୁଯୋଗ ପାଇଛନ୍ତି। ଶାହରୁଖ ଖାନ, ନାଇନ ଇଲ୍ଲିସ ଓ ବୈଭବ ଅରୋରାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି।

ଚେନ୍ନାଇ ଚଳିତ ଆଇପିଏଲରେ ଏଯାଏ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିବାକୁ ସକ୍ଷମ ହୋଇଛି। ସେହିପରି ପଞ୍ଜାବ ୭ଟି ମ୍ୟାଚ୍‌ରୁ ୪ଟିରେ ହାରିଛି ଓ ୩ଟିରେ ଜିତିଛି। ପଏଣ୍ଟ ଟେବୁଲରେ ପଞ୍ଜାବ ୮ମ ଓ ଚେନ୍ନାଇ ୯ମ ସ୍ଥାନରେ ରହିଛି। ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story