ଚେନ୍ନାଇକୁ ୭ ୱିକେଟରେ ଚିତ୍‌ କଲା ଗୁଜରାଟ

ମୁମ୍ବାଇ: ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଥିବା ଚେନ୍ନାଇ ସୁପର କିଙ୍ଗସ ଆଜି ପୁଣି ହାରିଛି। ପ୍ଲେଅଫରେ ନିଜ ସ୍ଥାନ ସୁରକ୍ଷିତ କରି ସାରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ଚେନ୍ନାଇକୁ ହାରାଇ ଦେଇଛି। ଏହି ବିଜୟ ସହ ୧୩ ମ୍ୟାଚ୍‌ରୁ ୨୦ ପଏଣ୍ଟ ବଳରେ ଗୁଜରାଟ ୧ନଂ ସ୍ଥାନରେ ନିଜର ସ୍ଥାନକୁ ଆହୁରି ମଜବୁତ କରିଛି। ୧୩ ମ୍ୟାଚ୍‌ରୁ ଚେନ୍ନାଇର ଏହା ୯ମ ପରାଜୟ। ଆଜିର ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି […]

saha

saha

Hemant Lenka
  • Published: Sunday, 15 May 2022
  • Updated: 15 May 2022, 07:29 PM IST

Sports

Latest News

ମୁମ୍ବାଇ: ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଥିବା ଚେନ୍ନାଇ ସୁପର କିଙ୍ଗସ ଆଜି ପୁଣି ହାରିଛି। ପ୍ଲେଅଫରେ ନିଜ ସ୍ଥାନ ସୁରକ୍ଷିତ କରି ସାରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ଚେନ୍ନାଇକୁ ହାରାଇ ଦେଇଛି। ଏହି ବିଜୟ ସହ ୧୩ ମ୍ୟାଚ୍‌ରୁ ୨୦ ପଏଣ୍ଟ ବଳରେ ଗୁଜରାଟ ୧ନଂ ସ୍ଥାନରେ ନିଜର ସ୍ଥାନକୁ ଆହୁରି ମଜବୁତ କରିଛି। ୧୩ ମ୍ୟାଚ୍‌ରୁ ଚେନ୍ନାଇର ଏହା ୯ମ ପରାଜୟ।

ଆଜିର ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୩୩ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ରିଦ୍ଧିମାନ ସାହାଙ୍କ ଅପରାଜିତ ୬୭ ରନ୍‌ ବଳରେ ୫ ବଲ ପୂର୍ବରୁ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି। ଅପରାଜିତ ୬୭ ରନ୍‌ର ଇନିଂସ ପାଇଁ ସାହାକୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡଙ୍କ ୫୩ ରନ୍‌ କରିଥିବା ବେଳେ ନାରାୟଣ ଜଗଦୀଶନ ଅପରାଜିତ ୩୯ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଧୋନି ୭, ମୋଇନ ଅଲୀ ୨୧ ଓ ଡେଭୋନ କନୱେ ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଶେଷରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୩୩ ରନ୍‌ କରିଥିଲା।

ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୨ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ, ଅଲଜାରି ଯୋଶେଫ ଓ ଆର ସାଇ କିଶୋର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

୧୩୪ ରନ୍‌ର ଟାର୍ଗେଟ ପିଛା କରୁଥିବା ଗୁଜରାଟ ପାଇଁ ରିଦ୍ଧିମାନ ସାହା ବିସ୍ଫୋରକ ଆରମ୍ଭ କରିଥିଲେ। ତାଙ୍କୁ ଶୁବମନ ଗିଲ୍‌ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୯ ରନ ଯୋଡ଼ିଥିଲେ ହେଁ ଗିଲ କେବଳ ଏହା ମଧ୍ୟରୁ ୧୮ ରନ୍‌ କରିଥିଲେ। ସେ ୧୮ ରନ୍‌ କରିଥିବା ବେଳେ ଆଇପିଏଲରେ ଡେବ୍ୟୁ କରିଥିବା ଶ୍ରୀଲଙ୍କାର ମତିଶା ପତିରାନା ତାଙ୍କୁ ଆଉଟ କରି ଦେଇଥିଲେ। ମ୍ୟାଥ୍ୟୁ ୱେଡ (୨୦) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୭) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ୧୦୦ ରନ୍‌ରେ ଦଳ ୩ ୱିକେଟ ହରାଇ ସାମାନ୍ୟ ଚାପରେ ପଡ଼ିଥିଲା। କିନ୍ତୁ ସାହା ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଡାଭିଲ ମିଲିର ତାଙ୍କ ସହ ଶେଷ ଯାଏ ୧୫ ରନ୍‌ କରି ଅପରାଜିତ ଥିଲେ। ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ୧ ରନ୍‌ ଦରକାର ଥିବା ବେଳେ ସାହା ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ୫୭ ବଲ୍‌ରେ ଅପରାଜିତ ୬୭ ରନ୍‌ର ଇନିଂସ ଖେଳିଥିବା ସାହା ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଚେନ୍ନାଇ ପକ୍ଷରୁ ପତିରାନା ୨ଟି ୱିକେଟ ନେଇଥିବା ବେଳେ ମୋଇନ ଅଲୀଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story