ନିଜ ରେକର୍ଡ ଭାଙ୍ଗିଲେ, ଘଣ୍ଟା ପ୍ରତି ୧୫୭ କିମି ବେଗରେ ବୋଲିଂ କଲେ

ମୁମ୍ବାଇ: ଜମ୍ମୁର ସ୍ପିଡଷ୍ଟର ଉମ୍ରାନ ମଲିକ ଚଳିତ ଆଇପିଏଲରେ ଆଉ ଏକ ରେକର୍ଡ ଭାଙ୍ଗି ଯାଇଛି। ନିଜର ଦ୍ରୁତ ବୋଲିଂ ପାଇଁ ରାତାରାତି ଷ୍ଟାର ବନିଥିବା ଉମ୍ରାନ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ସେ ଘଣ୍ଟା ପ୍ରତି ୧୫୭ କିମି ବେଗରେ ବଲ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି। ମୁମ୍ବାଇର ବ୍ରବୋର୍ଣ୍ଣ ଷ୍ଟାଡିୟମରେ ଉମ୍ରାନ କୌଣସି ୱିକେଟ ପାଇ ନଥିଲେ ମଧ୍ୟ ନିଜ ସ୍ପିଡ ବୋଲିଂ ବଳରେ ସମସ୍ତଙ୍କୁ ପ୍ରଭାବିତ […]

Umran-mallick

Umran-mallick

Hemant Lenka
  • Published: Thursday, 05 May 2022
  • Updated: 05 May 2022, 10:14 PM IST

Sports

Latest News

ମୁମ୍ବାଇ: ଜମ୍ମୁର ସ୍ପିଡଷ୍ଟର ଉମ୍ରାନ ମଲିକ ଚଳିତ ଆଇପିଏଲରେ ଆଉ ଏକ ରେକର୍ଡ ଭାଙ୍ଗି ଯାଇଛି। ନିଜର ଦ୍ରୁତ ବୋଲିଂ ପାଇଁ ରାତାରାତି ଷ୍ଟାର ବନିଥିବା ଉମ୍ରାନ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ସେ ଘଣ୍ଟା ପ୍ରତି ୧୫୭ କିମି ବେଗରେ ବଲ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି। ମୁମ୍ବାଇର ବ୍ରବୋର୍ଣ୍ଣ ଷ୍ଟାଡିୟମରେ ଉମ୍ରାନ କୌଣସି ୱିକେଟ ପାଇ ନଥିଲେ ମଧ୍ୟ ନିଜ ସ୍ପିଡ ବୋଲିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

ଆଜି ମ୍ୟାଚ୍‌ରେ ଉମ୍ରାନ ପ୍ରଥମେ ୧୫୪.୮ କିମି ବେଗରେ ବୋଲିଂ କରିଥିଲେ। ଏହାପରେ ନିଜ ରେକର୍ଡକୁ ଭାଙ୍ଗି ୧୫୬ କିମି ବେଗରେ ବ୍ୟାଟରଙ୍କୁ ଆଟାକ କରିଥିଲେ। ଚଳିତ ଆଇପିଏଲରେ ଏହା ସବୁଠାରୁ ଦ୍ରୁତ ବଲ ଥିଲା। ହେଲେ ଉମ୍ରାନ ଏତିକିରେ ହାର ମାନିବା ମୁଡରେ ନଥିଲେ। ସେ ନିଜ ରେକର୍ଡକୁ ଭାଙ୍ଗି ପୁଣିଥରେ ୧୫୭ କିମି ବେଗରେ ବୋଲିଂ କରିଥିଲେ। ଏହି ରେକର୍ଡ ବେକ୍ରିଂ ବଲ୍‌ରେ ସାମ୍ନା ଦିଲ୍ଲୀର ରୋଭମାନ ପାୱେଲ କରିଥିଲେ। ତେବେ ସେ ଏହାକୁ ଖାତିର ନ କରି ଚୌକା ମାରି ଦେଇଥିଲେ।

ପୂର୍ବ ମ୍ୟାଚ୍‌ରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଘଣ୍ଟା ପ୍ରତି ୧୫୪ କିମି ବେଗରେ ଗୋଟିଏ ୟର୍କର ପକାଇଥିଲେ। ହେଲେ ଆଜି ସେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ଚଳିତ ଆଇପିଏଲରେ ଏଯାଏ ଉମ୍ରାନଙ୍କ ଠାରୁ ଅଧିକ ବେଗରେ କେହି ବି ବୋଲିଂ କରି ନାହାନ୍ତି। ତାଙ୍କ ପଛକୁ ଗୁଜରାଟ ପାଇଁ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ ରହିଛନ୍ତି। ସେ ଘଣ୍ଟାପ୍ରତି ୧୫୩ କିମି ଠାରୁ ସାମାନ୍ୟ ଅଧିକ ସ୍ପିଡରେ ବୋଲିଂ କରିଛନ୍ତି।

ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ବଲ ପକାଇବାର ରେକର୍ଡ ଶନ ଟେଟ୍‌ଙ୍କ ନାଁରେ ରହିଛି। ସେ ଘଣ୍ଟାପ୍ରତି ୧୫୭.୩ କିମି ବେଗରେ ବଲ ପକାଇଥିଲା। ତାଙ୍କ ପଛକୁ ଉମ୍ରାନ ମଲିକ ରହିଛନ୍ତି। ତୃତୀୟରେ ଅନରିଚ ନୋର୍ଖିୟା ୧୫୬.୨ କିମି, ୪ର୍ଥରେ ପୁଣି ଉମ୍ରାନ ମଲିକ ୧୫୬ କିମି ଓ ୫ମରେ ନୋର୍ଖିୟା ୧୫୫.୨ କିମି ରହିଛନ୍ତି।

ଉମ୍ରାନଙ୍କ ଏପରି ସ୍ପିଡ ଦେଖି କ୍ରିକେଟ ପଣ୍ଡିତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ ଭାରତ ପାଇଁ ଆଗମୀ ଦିନରେ ପ୍ରତିନିଧିତ୍ୱ କରିବେ ଓ ଯଶପ୍ରୀତ ବୁମ୍ରାଙ୍କ ସହ ତାଙ୍କର ଯୁଗଳ ବନ୍ଦୀ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିବ ବୋଲି ସମସ୍ତେ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story