କୋଭିଡ୍ ଖିଲାପକାରୀଙ୍କୁ ଏମିତି ବାର୍ତ୍ତା ଦେଲେ କୋହଲି

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଦେଶର ସବୁ ଫ୍ୟାନ୍ ଓ ନାଗରିକଙ୍କୁ ବିଶେଷ ଅନୁରୋଧ କରିଛନ୍ତି। କୋହଲି ସମସ୍ତଙ୍କୁ କୋଭିଡ୍ ପ୍ରୋଟୋକଲର ଅନୁପାଳନ କରିବାକୁ ଅପିଲ୍ କରିଛନ୍ତି। ଦିଲ୍ଲୀ ପୁଲିସ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ କରୋନା ମହାମାରୀର କଠିନ ସମୟରେ ନିଜର ଓ ପରିବାର ଲୋକଙ୍କର ଦେଖାଶୁଣା କରୁଥିବା ସମସ୍ତ ଲୋକଙ୍କୁ କୋହଲି ଅନୁରୋଧ କରିଛନ୍ତି। ଏହାବ୍ୟତୀତ କୋହଲି ସମସ୍ତଙ୍କୁ […]

Virat-Kohli

Virat-Kohli

Ranjit Kumar Jena
  • Published: Tuesday, 20 April 2021
  • Updated: 20 April 2021, 05:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଦେଶର ସବୁ ଫ୍ୟାନ୍ ଓ ନାଗରିକଙ୍କୁ ବିଶେଷ ଅନୁରୋଧ କରିଛନ୍ତି। କୋହଲି ସମସ୍ତଙ୍କୁ କୋଭିଡ୍ ପ୍ରୋଟୋକଲର ଅନୁପାଳନ କରିବାକୁ ଅପିଲ୍ କରିଛନ୍ତି।

ଦିଲ୍ଲୀ ପୁଲିସ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ କରୋନା ମହାମାରୀର କଠିନ ସମୟରେ ନିଜର ଓ ପରିବାର ଲୋକଙ୍କର ଦେଖାଶୁଣା କରୁଥିବା ସମସ୍ତ ଲୋକଙ୍କୁ କୋହଲି ଅନୁରୋଧ କରିଛନ୍ତି। ଏହାବ୍ୟତୀତ କୋହଲି ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତାର ପାଳନ କରିବାକୁ କହିଛନ୍ତି।

https://twitter.com/DelhiPolice/status/1384452770321747976?s=20

କୋହଲି କହିଛନ୍ତି, କରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତାକୁ ପାଳନ କରିବାକୁ ହେବ। ଏହାବ୍ୟତୀତ ନିଜ ହାତକୁ ନିୟମିତ ବ୍ୟବଧାନରେ ସଫା ରଖିବା ମଧ୍ୟ ଦରକାର। ମହାମାରୀ ବିରୋଧରେ ପୁଣିଥରେ ଜିତିବା ପାଇଁ ଆମକୁ ପୁଲିସ୍ କର୍ମଚାରୀଙ୍କୁ ସହଯୋଗ କରିବାକୁ ପଡ଼ିବ। ତେଣୁ ପୂର୍ବଭଳି ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ଯଦି ଆପଣ ସୁରକ୍ଷିତ, ତାହେଲେ ଦେଶ ବି ସୁରକ୍ଷିତ। ଦୟାକରି ନିଜ ଦାୟିତ୍ୱକୁ ଭଲଭାବେ ବୁଝନ୍ତୁ, ଜୟ ହିନ୍ଦ। କୋହଲିଙ୍କ ଦ୍ୱାରା କରାଯାଇଥିବା ଏହି ଅପିଲକୁ ଦିଲ୍ଲୀ ପୁଲିସ୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ବିରାଟ୍ କୋହଲି ଆଇପିଏଲର ୧୪ଶ ସଂସ୍କରଣରେ ବ୍ୟସ୍ତ ଅଛନ୍ତି। କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ସଂସ୍କରଣରେ ଜବରଦସ୍ତ ପ୍ରଦର୍ଶନ କରିଛି। ଆରସିବି ତା'ର ତିନୋଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story