ଭଗବାନଙ୍କ ଶରଣ ପଶିଲେ ବିରାଟ, କଲେ ଭଜନ-କୀର୍ତ୍ତନ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଲଗାତାର ସେ ଖରାପ ପ୍ରଦର୍ଶନ କରୁଛନ୍ତି। ଏକ ବଡ ଇନିଂସ ପାଇଁ ଦୀର୍ଘ ସମୟ ଧରି ବିରାଟ ଚେଷ୍ଟା ଚଳାଇଛନ୍ତି। ଆଇପିଏଲରେ ମଧ୍ୟ ବିରାଟଙ୍କ ବ୍ୟାଟ୍ ଚୁପ୍ ରହିଥିଲା। ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ପଡିଆରେ ନିଜର ଦମଦାର ଫର୍ମ ଦେଖାଇ ପାରିନାହାନ୍ତି। ଏହି ଟୁରର ଶେଷ ମ୍ୟାଚ୍‌ରେ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା ରଖିଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଭଗବାନ ରାମଙ୍କ […]

Virat and Anushka

Virat and Anushka

Madhupriya Mistry
  • Published: Saturday, 16 July 2022
  • Updated: 16 July 2022, 05:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଲଗାତାର ସେ ଖରାପ ପ୍ରଦର୍ଶନ କରୁଛନ୍ତି। ଏକ ବଡ ଇନିଂସ ପାଇଁ ଦୀର୍ଘ ସମୟ ଧରି ବିରାଟ ଚେଷ୍ଟା ଚଳାଇଛନ୍ତି। ଆଇପିଏଲରେ ମଧ୍ୟ ବିରାଟଙ୍କ ବ୍ୟାଟ୍ ଚୁପ୍ ରହିଥିଲା। ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ପଡିଆରେ ନିଜର ଦମଦାର ଫର୍ମ ଦେଖାଇ ପାରିନାହାନ୍ତି। ଏହି ଟୁରର ଶେଷ ମ୍ୟାଚ୍‌ରେ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା ରଖିଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଭଗବାନ ରାମଙ୍କ ଶରଣକୁ ଯାଇଛନ୍ତି ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ। ଅନୁଷ୍କା ଶର୍ମାଙ୍କ ସହ ଭଜନ-କୀର୍ତ୍ତନ କରିଛନ୍ତି।

ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ସେ ଆମେରିକାର ପ୍ରସିଦ୍ଧ ଭଜନ ଗାୟକ କୃଷ୍ଣ ଦାସଙ୍କ ସୀତାରାମ କୀର୍ତ୍ତନରେ ଯୋଗ ଦେଇଛନ୍ତି। ଏହି କୀର୍ତ୍ତନର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଲଣ୍ଡନରେ ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ ଦ୍ୱାରା ଏହି କୀର୍ତ୍ତନ ଆୟୋଜିତ ହୋଇଥିଲା। ସେ ଭଜନ ଗୀତ ପାଇଁ ବେଶ୍‌ ଜଣାଶୁଣା। କୃଷ୍ଣ ଦାସଙ୍କ ଶିଷ୍ୟ ହନୁମାନ ଦାସ ଇନଷ୍ଟାଗ୍ରାମରେ ବିରାଟ ଓ ଅନୁଷ୍କାଙ୍କ ସହ ତାଙ୍କର ଏକ ଫଟୋ ଓ ଭିଡିଓ ଶେଆର କରିଛନ୍ତି। ଏହି ଭଜନ କାର୍ଯ୍ୟକ୍ରମ ୧୪ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ବିରାଟ କୋହଲି ବର୍ତ୍ତମାନ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡରେ ଅଛନ୍ତି। ରବିବାର ଇଂଲଣ୍ଡ ଗସ୍ତର ଶେଷ ମ୍ୟାଚ୍ ଖେଳାଯିବ। ଟି-୨୦ ସିରିଜ୍ ଜିତିବା ପରେ ODI ସିରିଜ୍ (ENG ବନାମ IND ODI) ଖେଳାଯାଉଛି। ଅଣ୍ଟାରେ ଆଘାତ ଲାଗିଥିବାରୁ ବିରାଟ କୋହଲି ପ୍ରଥମ ଦିନିକିଆରୁ ବାଦ୍ ପଡିଥିଲେ, ପରେ ସେ ଦ୍ୱିତୀୟ ଦିନିକିଆରୁ ଦଳକୁ ଫେରିଥିଲେ।

ବିଶ୍ରାମ ସତ୍ତ୍ୱେ ବିରାଟଙ୍କ ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯେତେବେଳେ ଦଳକୁ ତାଙ୍କର ଅଧିକ ଆବଶ୍ୟକ ଥିଲା, ସେତେବେଳେ ସେ ମାତ୍ର ୧୬ ରନ୍ କରି ଆଉଟ୍‌ ହୋଇ ଯାଇଥିଲେ। ବୋଧହୁଏ ବିରାଟ କୋହଲି ମଧ୍ୟ ବାରମ୍ବାର ତାଙ୍କ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତିତ। ସେଥିପାଇଁ ସେ ନିଜ ମନକୁ ଶାନ୍ତ କରିବା ପାଇଁ ଭଗବାନଙ୍କ ଶରଣରେ ପଶିଛନ୍ତି।

https://twitter.com/ViratGang/status/1547969365706174469?s=20&t=75YxZABr8X9eyY_s_N3jxw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story